Paris Olympic 2024: ଅଲିମ୍ପିକ୍ସ ଇତିହାସ

2
Please follow and like us:

ଆସନ୍ତା ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବ ଅଲିମ୍ପିକ୍ସ। ବିଶ୍ବର ପ୍ରାୟ ୧୦ ହଜାର ୫ଶହ ଖେଳାଳି ୩୨ଟି କ୍ରୀଡାରେ ଭାଗ ନେବେ ।
ଅଲିମ୍ପିକ୍ ଗେମ୍ସରେ ଭାରତ ପ୍ରଥମ ସ୍ୱର୍ଣ୍ଣ କେବେ ଜିତିଥିଲା?

 ଅଲିମ୍ପିକ୍ ଗେମ୍ସରେ ଭାରତୀୟ ହକି ଟିମ୍‌ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୨୮ ଅଲିମ୍ପିକ୍ ଗେମ୍ସରେ ହକି ଦଳ ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲା । ଏହା ସହ ଭାରତ ପାଇଁ ବ୍ୟକ୍ତିଗତ ଭାବେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ସୁଟର ଅଭିନଭ ବିନ୍ଦ୍ରା ଜିତିଥିଲେ। ସେ ବେଜିଂରେ ୨୦୦୮ ଅଲିମ୍ପିକ୍ ଗେମ୍ସରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Please follow and like us:

Leave a Reply

Your email address will not be published. Required fields are marked *