ଅଲିମ୍ପିକ୍ସ : କ୍ବାର୍ଟର ଫାଇନାଲରେ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ହାରିଲେ ଦୀପିକା କୁମାରୀ

onl3
Please follow and like us:

ପ୍ୟାରିସ୍ ଅଲିମ୍ପିକ୍ସରେ ପୁଣି ଥରେ ନିରାଶ ହୋଇଛି ଭାରତ । ତୀରନ୍ଦାଜୀ ଇଭେଣ୍ଟର କ୍ବାର୍ଟର ଫାଇନାଲରେ ଭାରତର ଦୀପିକା କୁମାରୀ ପରାଜିତ ହୋଇ ପଦକ ଦୌଡ଼ରୁ ବାହାରି ଯାଇଛନ୍ତି । ସେ ଦକ୍ଷିଣ କୋରିଆର ସୁ ୟୋ ନେମଙ୍କଠାରୁ ୬-୪ରେ ପରାଜିତ ହୋଇଛନ୍ତି ।

ଦୀପିକା କୁମାରୀ ସେଟ୍ କୁ ସେ ୨୮-୨୬ରେ ଜିତିନେଇଥିଲେ। ଦ୍ବିତୀୟ ସେଟ୍ ରେ କୋରିଆର ଏହି ଖେଳାଳି ପ୍ରତ୍ୟାବର୍ତ୍ତନ କରି ୨୮-୨୫ରେ ବିଜୟୀ ହୋଇଥିଲେ। ସେହିପରି ୩ୟ ସେଟରେ ସୁ ୟୋ ୨୭-୨୯ରେ ବିଜୟୀ ହୋଇଥିଲେ ।

Please follow and like us:

Leave a Reply

Your email address will not be published. Required fields are marked *