admin

on6

ବିଜେଡିର ସଙ୍ଗୀନ ଅଭିଯୋଗ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁପଛରେ ଅଛି ଷଡ଼ଯନ୍ତ୍ର

ନିର୍ବାଚନୀ ବିପର୍ଯ୍ୟୟ ପରେ ବିଜେଡି ନିଜର ହିତାହିତ ଜ୍ଞାନ ଭୁଲି ଏଭଳି ସଙ୍ଗୀନ ଅଭିଯୋଗ ଆଣିବାରେ ଲାଗିଛି, ଯାହା ଦଳ ପାଇଁ ବୁମେରାଂ ପାଲଟିଛି। ବିଜେଡି ଏବେ ତୁଚ୍ଛା ରାଜନୀତିକ ଚର୍ଚ୍ଚାରେ ରହିବାକୁ ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁକୁ ନେଇ ରାଜନୀତି କରିବାକୁ ପଛାଇ ନାହିଁ । କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ସଙ୍ଗୀନ ଅଭିଯୋଗ ଆଣିବା ସହ ନିଜ ସରକାରର ଅମଳରେ ରାଜ୍ୟରେ ବିକଶିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବାସ୍ତବତା ଉପରେ ମଧ୍ୟ…

Read More
on5

କେନ୍ଦ୍ର ବଜେଟ୍‌ ୨୦୨୪-୨୫: ରେଳବାଇକୁ ୨,୫୨,୨୦୦ କୋଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଘୋଷଣା କରିବା ବେଳେ ରେଳ ସମ୍ପର୍କରେ ମାତ୍ର ଥରୁଟିଏ ଆଲୋଚନା କରିଥିଲେ। ତେ‌ବେ ବଜେଟ୍ ତଥ୍ୟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ରେଳବାଇ ଲାଗି ମୋଟ ୫,୩୭,୯୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ସେଥିରେ ରେଳବାଇ ରାଜସ୍ବରୁ ମୋଟ ବ୍ୟୟ ୨,୭୫,୭୦୦ କୋଟି ଟଙ୍କା ଥିବା ବେଳେ ବଜେଟ୍‌ ସହାୟତା ଓ ଅନ୍ୟାନ୍ୟ ପରିମାଣର ୨,୬୨,୨୦୦ କୋଟି ଟଙ୍କା ରହିଛି।…

Read More
on4

ଅଲିମ୍ପିକ୍ସ ପରେ ଶ୍ରୀଜେଶ୍‌ଙ୍କ ଅବସର

ନୂଆଦିଲ୍ଲୀ: ଭାରତୀୟ ହକି ଦଳର କିଂବଦନ୍ତି ଗୋଲ୍‌ ରକ୍ଷକ ପିଆର୍‌ ଶ୍ରୀଜେଶ୍ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ପ୍ୟାରିସ୍ ଅଲିମ୍ପିକ୍ସ ପରେ ଅବସର ନେବେ। ୧୮ ବର୍ଷର ଅନ୍ତର୍ଜାତୀୟ ହକି ଜୀବନରେ ପୂର୍ଣ୍ଣଛେଦ ଟାଣିବେ। ୩୬ ବର୍ଷୀୟ ଶ୍ରୀଜେଶ୍ ୩୨୮ ହକି ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରି ଅଜସ୍ର ସଫଳତା ସାଉଁଣ୍ଟିଛନ୍ତି। ତାଙ୍କ ଅବସର ପରେ ଭାରତୀୟ ହକିରେ ଏକ ଜାଜ୍ଜ୍ବଲ୍ୟମାନ ଯୁଗର ଅବସାନ ଘଟିବ। ଶ୍ରୀଜେଶ୍ ତିନିଟି ଅଲିମ୍ପିକ୍ସ, ଏକାଧିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ…

Read More
on3

ସ୍ବତନ୍ତ୍ର ପ୍ୟାକେଜ୍ ପାଇ ଚନ୍ଦ୍ରବାବୁ, ନୀତୀଶ ଖୁସ୍

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁ ବଜେଟ୍‌କୁ ନେଇ ଖୁସି ଜାହିର କରିଛନ୍ତି । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟ ପାଇଁ ଏକାଧିକ ଉନ୍ନୟନ ପ୍ରକଳ୍ପ ଘୋଷଣା କରିଛନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ଦ୍ବାରା ଟିଡିପି ସୁପ୍ରିମୋ ନାଇଡୁ ଖୁସିବ୍ୟକ୍ତ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବତନ୍ତ୍ର ପାହ୍ୟା…

Read More
on2

ବଜେଟରେ ଘୋଷଣା ପରେ କେତେ କମିବ ସୁନା ମୂଲ୍ୟ

ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ ପାଇବ, ଯାହାଦ୍ବାରା ଏହା ଶସ୍ତା ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ…

Read More
on1

ବଜେଟରେ ଅଯୋଧ୍ୟାକୁ ଅଣଦେଖା ବିଜେପିକୁ ମହଙ୍ଗା ପଡ଼ିବ: ଫୈଜାବାଦ ସାଂସଦଙ୍କ ଚେତାବନୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୪ର ଉପସ୍ଥାପନା କରିଛନ୍ତି। ବଜେଟ୍‌ର ଭଲ ଏବଂ ଖରାପ ଦିଗକୁ ନେଇ ପ୍ରତିକ୍ରିୟା ଜାରି ରହିଛି। ଉତ୍ତରପ୍ରଦେଶର ବିରୋଧୀମାନେ ଲଗାତାର ଅଭିଯୋଗ କରୁଛନ୍ତି ଯେ ରାଜ୍ୟର କିଛି ଅଞ୍ଚଳକୁ ବଜେଟ୍‌ରେ ଅଣଦେଖା କରାଯାଇଛି। ଫୈଜାବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ ସମାଜବାଦୀ ପାର୍ଟି ସାଂସଦ ଅୱଧେଶ ପ୍ରସାଦ ଭାରତୀୟ ଜନତା ପାର୍ଟି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅୱାଧେଶ ପ୍ରସାଦ କେନ୍ଦ୍ର ବଜେଟ୍‌କୁ କହିଛନ୍ତି, ସଂଖ୍ୟାଲଘୁ ସରକାରକୁ ବଞ୍ଚାଇବା ପାଇଁ ଏହା…

Read More
on10

ପ୍ରଶିକ୍ଷକ ହେବା ପରେ ଗମ୍ଭୀରଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ: ପାଣ୍ଡ୍ୟାଙ୍କ ଫିଟନେସ୍‌ ପାଇଁ ସୂର୍ଯ୍ୟ ଅଧିନାୟକ

ମୁମ୍ବାଇ: ଦୁଇଟି ସୀମତ ଓଭର ଶୃଙ୍ଖଳା ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ନୂଆ ପ୍ରଶିକ୍ଷକ ତଥା ପୂର୍ବତନ ବିଶ୍ବକପ୍ ବିଜୟୀ ଓପନର୍ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ଗଠନ, ଯୁବ ଖେଳାଳିଙ୍କୁ ସୁଯୋଗ, ବରିଷ୍ଠଙ୍କୁ ନେଇ ସେ କରିଥିବା ଭବିଷ୍ୟତ ଯୋଜନା ତଥା ଆହତ ଖେଳାଳିଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନକୁ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଗମ୍ଭୀର ସୋମବାର ମୁମ୍ବାଇରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ…

Read More
on9

ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪: ବେକାରି ୧୦%କୁ ଖସିଲା

ଦେଶରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର କୋଭିଡ୍ ମହାମାରୀ ପରେ ନିରନ୍ତର ଭାବେ ହ୍ରାସ ପାଉଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଛି। ୨୦୧୭-୧୮ରେ ଏହି ହାର ୧୭.୮ ପ୍ରତିଶତ ଥିଲା ଯାହା ୨୦୨୨-୨୩ ସୁଦ୍ଧା ୧୦ ପ୍ରତିଶତକୁ ଖସିଆସିଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଶ୍ରମଶକ୍ତିରେ ଯୁବପିଢ଼ିଙ୍କ ଯୋଗଦାନ ବୃଦ୍ଧି ପାଉଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏକ୍ଷେତ୍ରରେ ସୁଧାର ଘଟିଛି। ପିରିଅଡିକ୍ ଲେବର୍ ଫୋର୍ସ ପାର୍ଟିସିପେସନ୍ ସର୍ଭେ (ପିଏଲ୍ଏଫ୍ଏସ୍‌)ରେ ସହରାଞ୍ଚଳ…

Read More
on7

ଅର୍ଥନୈତିକ ସର୍ଭେ ରିପୋର୍ଟ: ଦରବୃଦ୍ଧି ପାଇଁ ଜଳବାୟୁ ଦାୟୀ

ନୂଆଦିଲ୍ଲୀ: ୨୦୨୩-୨୪ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୫-୭ ପ୍ରତିଶତ ରହିବ। ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ଆକଳନ କରାଯାଇଛି। ଅର୍ଥମନ୍ତ୍ରୀ ଦାବି କରିଛନ୍ତି ଯେ ବିଶ୍ବର ଆହ୍ବାନପୂର୍ଣ୍ଣ ଭୌଗୋଳିକ ଏବଂ ରାଜନୈତିକ ପରିସ୍ଥିତି ସତ୍ତ୍ବେ ଭାରତର ଅର୍ଥନୀତି ଦୃଢ଼ ରହିଛି। ସରକାରଙ୍କ ଉପଯୁକ୍ତ ବିତ୍ତୀୟ ନୀତି ଓ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କାରଣରୁ କରୋନା ମହାମାରୀ ପରେ ଭାରତୀୟ ଅର୍ଥନୀତି ସୁସଂଗଠିତ ହେବାରେ ଲାଗିଛି।…

Read More
on6

ବିବାଦରେ ପ୍ରଭାସଙ୍କ ‘କଳକି ୨୮୯୮ ଏଡି’: ଜାରି ହେଲା ଲିଗାଲ ନୋଟିସ

ପ୍ରଭାସ ଓ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ‘କଳକି ୨୮୯୮ ଏଡି’ ଏବେ ଆଇନ ଫାସରେ ପଡ଼ିଛି। ପୂରା ବିଶ୍ୱରେ ଭଲ ଆୟ କରି ରେକର୍ଡ ସୃଷ୍ଟି କରିଥିବା ଏହି ଫିଲ୍ମର ପ୍ରଯୋଜକଙ୍କ ସମେତ ପୂରା ଟିମ ପାଖକୁ ଯାଇଛି ଲିଗାଲ ନୋଟିସ। ଏହି ଫିଲ୍ମ ହିନ୍ଦୁ ଧର୍ମର ଭାବାବେଗକୁ ଆଘାତ ଦେଇଥିବା କଂଗ୍ରେସର ପୂର୍ବତନ ନେତା ପ୍ରମୋଦ ଆଚାର୍ଯ୍ୟ ଅଭିଯୋଗ କରିଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ “ଭାରତ ଗୋଟିଏ ଭାବପ୍ରବଣ, ବିଶ୍ୱାସ ଓ ଭକ୍ତିର ମାଟି। ଏଠାରେ…

Read More