
ଏଣିକି ଘରେ ବସି ଅର୍ଡର କରିପାରିବେ ମଦ: ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଓ ବିଗ୍ ବାସ୍କେଟରେ ମିଳିବ ମଦ
ନୂଆଦିଲ୍ଲୀ: ଏଣିକି ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡିବ ନାହିଁ। ଆପଣ ଘରେ ବସି ପାଇପାରିବେ ମଦ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ। ବର୍ତ୍ତମାନ ଆପଣ ଘରେ ବସି କିଛି ମିନିଟରେ ମଦ ଅର୍ଡର କରିପାରିବେ। ତେବେ ଜାଣନ୍ତୁ କେଉଁ ରାଜ୍ୟରେ ଆପଣ ଅନଲାଇନରେ ମଦ ଅର୍ଡର କରିପାରିବେ। ରିପୋର୍ଟ ଅନୁଯାୟୀ, ଆପଣ ଆସନ୍ତା କିଛି ମାସ…