ପିପିଲି ପରେ ଡେଲାଙ୍ଗରେ ବାର୍ଡ ଫ୍ଲୁ: କୁକୁଡ଼ା ଚିଆଁ ମାରିଲା ପ୍ରଶାସନ

onl4
Please follow and like us:

ପିପିଲି: ପିପିଲି ପରେ ଏବେ ନିମାପଡା ଡେଲାଙ୍ଗ ବାର୍ଡ  ଫ୍ଲୁ ସନ୍ଦେହ ସୃଷ୍ଟି ହୋଇଛି। ଇତିମଧ୍ୟରେ  ହଜାର ହଜାର କୁକୁଡ଼ା ମଲେଣି। 
ନିମାପଡା ଓ ଡେଲାଙ୍ଗରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ  ଭୋପାଳ ପଠାଯାଇଛି।  ସରକାରୀ କେନ୍ଦ୍ରରେ ୩୪୮୪ ଟି ନମୁନାର ପରୀକ୍ଷା ଜାରି ରହିଛି।

ଚାଷୀ ନିଜେ ମଲା କୁକୁଡ଼ାଙ୍କୁ ପୋତୁଛନ୍ତି। ଇତିମଧ୍ୟରେ ପିପିଲି ଡେଲାଙ୍ଗରେ  ହଜାର ହଜାର କୁକୁଡ଼ା ମଲେଣି। ନାଳ ନର୍ଦ୍ଦମା ଏବଂ କେନାଲରେ ଚାଷୀ ମଲା କୁକଡ଼ାଙ୍କୁ  ଫୋପାଡ଼ିଦେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ  ଚିଆଁ ମାରିବା ଅଭିଯାନ ଆରମ୍ଭ ହୋଇଛି।

Please follow and like us:

Leave a Reply

Your email address will not be published. Required fields are marked *