
ଷ୍ଟକ୍ ବଜାରରେ ଝଡ଼: ଉଡ଼ିଗଲା ୧୭ ଲକ୍ଷ କୋଟି
ମୁମ୍ବାଇ: ଆମେରିକା ଅର୍ଥନୀତି ପ୍ରତି ମାନ୍ଦାବସ୍ଥା ବିପଦ ଏବଂ ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଆଶଙ୍କା ସାରା ବିଶ୍ବର ଷ୍ଟକ୍ ବଜାରକୁ ଦୋହଲାଇ ଦେଇଛି। କେବଳ ଭାରତ ନୁହେଁ, ବିଶ୍ବର ପ୍ରାୟ ସବୁ ପ୍ରମୁଖ ଷ୍ଟକ୍ ବଜାରରେ ନିବେଶକମାନେ କ୍ଷତି ସହିଛନ୍ତି। ବହୁ ନିବେଶକ ଭୟଭୀତ ହୋଇ ନିଜ ପାଖରେ ଥିବା ସେୟାର ବିକ୍ରି କରିଛନ୍ତି। ଆମେରିକାରୁ ଆରମ୍ଭ ହୋଇଥିବା ଏହି ଝଡ଼ ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଭାରତ ଆଦି ଦେଶକୁ ବ୍ୟାପିଛି। ଝଡ଼ର…