କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁରେ ଆଉ ଏକ ରେକର୍ଡ, ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ରଚିଲେ ଇତିହାସ

ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବିଶ୍ୱର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ରେକର୍ଡ କ୍ରୀଡା କ୍ଷେତ୍ରରେ ନୁହେଁ, ବରଂ ସୋଶାଲ ମିଡିଆ ପ୍ଲାଟଫର୍ମରେ ରଚିଛନ୍ତି। ସେ ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମରେ 100 କୋଟି ଫଲୋର୍ସରେ ପହଞ୍ଚିବାରେ ପ୍ରଥମ ବ୍ୟକ୍ତି ହୋଇ ପାରିଛନ୍ତି।  ବର୍ତ୍ତମାନ ସୋଶାଲ ମିଡିଆରେ ରୋନାଲ୍ଡୋଙ୍କର 100 କୋଟି ଫଲୋର୍ସ ଅଛନ୍ତି, ଯାହା ଅନ୍ୟ କୌଣସି ବ୍ୟକ୍ତିଙ୍କର ନାହାନ୍ତି। ରୋନାଲ୍ଡୋଙ୍କର ସର୍ବାଧିକ ଫଲୋର୍ସ ବା ଅନୁସରଣକାରୀ ଇନଷ୍ଟାଗ୍ରାମରେ ଅଛନ୍ତି।  ରିପୋର୍ଟ ଅନୁସାରେ,…

Read More
on6

ବିବାଦରେ ପ୍ରଭାସଙ୍କ ‘କଳକି ୨୮୯୮ ଏଡି’: ଜାରି ହେଲା ଲିଗାଲ ନୋଟିସ

ପ୍ରଭାସ ଓ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ‘କଳକି ୨୮୯୮ ଏଡି’ ଏବେ ଆଇନ ଫାସରେ ପଡ଼ିଛି। ପୂରା ବିଶ୍ୱରେ ଭଲ ଆୟ କରି ରେକର୍ଡ ସୃଷ୍ଟି କରିଥିବା ଏହି ଫିଲ୍ମର ପ୍ରଯୋଜକଙ୍କ ସମେତ ପୂରା ଟିମ ପାଖକୁ ଯାଇଛି ଲିଗାଲ ନୋଟିସ। ଏହି ଫିଲ୍ମ ହିନ୍ଦୁ ଧର୍ମର ଭାବାବେଗକୁ ଆଘାତ ଦେଇଥିବା କଂଗ୍ରେସର ପୂର୍ବତନ ନେତା ପ୍ରମୋଦ ଆଚାର୍ଯ୍ୟ ଅଭିଯୋଗ କରିଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ “ଭାରତ ଗୋଟିଏ ଭାବପ୍ରବଣ, ବିଶ୍ୱାସ ଓ ଭକ୍ତିର ମାଟି। ଏଠାରେ…

Read More
on6

ମା’ବାପା ହେଲେ ରିଚା ଓ ଅଲୀ

ଜନକଜନନୀ ହୋଇଛନ୍ତି ଅଭିନେତା ଅଲୀ ଫଜଲ ଓ ଅଭିନେତ୍ରୀ ରିଚା ଚଡ୍ଡା। ଜୁଲାଇ ୧୬ରେ ଏକ ଶିଶୁକନ୍ୟାକୁ ପ୍ରସବ କରିଛନ୍ତି ରିଚା। ଆଜି ଉଭୟ ରିଚା ଓ ଅଲୀ ଏ ସଂପର୍କରେ ଘୋଷଣା କରିଛନ୍ତି। ରିଚା ଓ ଅଲୀ ୨୦୨୨ରେ ବାହା ହୋଇଥିଲେ। ଗତ ଫେବ୍ରୁଆରୀ ମାସରେ ରିଚା ଗର୍ଭବତୀ ଥିବା କଥା ଘୋଷଣା କରିଥିଲେ। ସେହିପରି ଜୁଲାଇ ୧୪ ତାରିଖରେ ରିଚା ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି କୁନି ସଦସ୍ୟଙ୍କ ଆଗମନକୁ ଅପେକ୍ଷା କରିଥିବା କଥା ଲେଖିଥିଲେ। …

Read More