2

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ହୋଇଛି। କଟକ SCB ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୨ ଦିନ ତଳେ ଅସୁସ୍ଥ ହୋଇ କଟକ ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ କମଳା ପୂଜାରୀ। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର।

Read More
isro chief

ଆଇଆଇଟି ମାଡ୍ରାସରୁ ପିଏଚଡି ହାସଲ କଲେ ଇସ୍ରୋ ମୁଖ୍ୟ

ଗତ ବର୍ଷ ଅଗଷ୍ଟ ୨୩ରେ ଐତିହାସିକ ଚନ୍ଦ୍ରଯାନ-୩ ମିଶନରେ ଯେତେବେଳେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠକୁ ଛୁଇଁଲା ସେତେବେଳେ ସେ ବେଶ ଉଲ୍ଲସିତ ହୋଇ ଉଠିଥିଲେ। କିନ୍ତୁ ଏବେ ତାଙ୍କ ଖୁସି ଦୁଇ ଗୁଣିତ ହୋଇ ଯାଇଛି। କାରଣ ସେ ଆଜି ଆଇଆଇଟି-ମାଡ୍ରାସର ୬୧ ତମ ସମ୍ମିଳନୀରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ଏଠାରେ ଆମେ ଏରୋସ୍ପେସ୍ ଇଞ୍ଜିନିୟର ତଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍‌ ସୋମନାଥଙ୍କ କଥା କହୁଛୁ। ବର୍ତ୍ତମାନ ସେ ଡକ୍ଟର ସୋମନାଥ…

Read More
on1

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି : ମୁସଲିମ ବିବାହ ଓ ଛାଡପତ୍ର ଆଇନ ରଦ୍ଦ

ଆଇନ ସମାପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ଵଶର୍ମା କହିଛନ୍ତି ,ଏହି ଆଇନକୁ ରଦ୍ଦ କରିବାର ଉଦ୍ଦେଶ୍ୟ ଲିଙ୍ଗଗତ ନ୍ୟାୟ ଓ ବାଲ୍ୟବିବାହ ପ୍ରଥାକୁ ଉଚ୍ଛେଦ କରିବା।ଆସାମ ମୁସଲିମ ବିବାହ ଓ ତଲାକ  ପଞ୍ଜିକରଣ ଅଧିନିୟମ ସାଙ୍ଗକୁ ନିୟମ ୧୯୩୫କୁ ରଦ୍ଦ କରି ଦିଆଯାଇଛି ଆସିବାକୁ ଥିବା ନୂଆ ଆଇନରେ  ମୁସଲମାନ ବିବାହ ପଞ୍ଜିକରଣ ୧୮ରୁ ୨୧ ବର୍ଷର ଆଇନଗତ ସୀମା ମଧ୍ୟରେ ସରକାରୀ କାର୍ଯ୍ୟାଳୟରେ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ୮୦ ପ୍ରତିଶତ ବାଲ୍ୟ…

Read More
2

ବଡ଼ ଧରଣର ଏନକାଉଣ୍ଟର:-

ପୁଲିସର ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମହାରାଷ୍ଟ୍ର ଗଡ଼ଚିରୋଲି ନିକଟସ୍ଥ ଜଙ୍ଗଲରେ ଆଜି ପୁଲିସର ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଗଡ଼ଚିରୋଲି ଏସ୍‌ପି କହିଛନ୍ତି, ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ପୁଲିସ୍ ୧୨ ଜଣ ନକ୍ସଲଙ୍କ ମୃତଦେହକୁ ଜବତ କରିଛି। ୩ଟି ଏକେ ୪୭, ୨ଟି ଇନ୍‌ସାସ୍‌ ରାଇଫଲ, ଗୋଟିଏ କାରବାଇ ଓ ଗୋଟିଏ ଏସ୍‌ଏଲ୍‌ଆର ଭଳି ଅତ୍ୟାଧୁନିକ…

Read More
8

ଜାତିସଂଘ ରିପୋର୍ଟ: ଇ-ବର୍ଜ୍ୟ ସୃଷ୍ଟିରେ ଭାରତ ବିଶ୍ବରେ ୫ମ, ୧୦ ବର୍ଷରେ ବାହାରିଛି ୧୬୩ ପ୍ରତିଶତ ବର୍ଜ୍ୟ ବସ୍ତୁ:-

ନୂଆଦିଲ୍ଲୀ: ଆମେ ବ୍ୟବହାର କରୁଥିବା ଇଲେକଟ୍ରୋନିକ୍ସ ସାମଗ୍ରୀରୁ ପ୍ରଚୁର ପରିମାଣରେ ବର୍ଜ୍ୟ ସାମଗ୍ରୀ ବାହାରିଥାଏ। ଏହି ଇ-ବର୍ଜ୍ୟ ମନୁଷ୍ୟ ଶରୀର ପାଇଁ ବେଶ ହାନୀକାରକ। ଇ-ବର୍ଜ୍ୟ ବୃଦ୍ଧି କ୍ଷେତ୍ରରେ ଭାରତ ସାରା ବିଶ୍ୱରେ ୫ମ ସ୍‌ତାନରେ ରହିଛି। କମ୍ପ୍ୟୁଟର ସ୍କ୍ରିନ, ଅନ୍ୟ ଇଲେକ୍‌ଟ୍ରେନିକ୍ସ ଡିଭାଇସ୍‌, କ୍ଷୁଦ୍ର ଆଇଟି ଏବଂ ଟେଲିକମ୍ୟୁନିକେଶନ କ୍ଷେତ୍ରରୁ ସୃଷ୍ଟି ହେଉଥିବା ଇ-ବର୍ଜ୍ୟ ୧୦ ବର୍ଷରେ ୧୬୩% ବୃଦ୍ଧି ହୋଇଛି। ୨୦୧୦ରୁ ୨୦୨୨ ମସିହା ମଧ୍ୟରେ ଇ-ବର୍ଜ୍ୟ ପିମାଣରେ ବେଶ ବୃଦ୍ଧି ହୋଇଥିବା ଜାତିସଂଘର…

Read More
7

ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା, ପୁଣି ଥରେ ନେବେ ଟ୍ରେନିଂ:-

ମୁମ୍ବାଇ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା । ପୁଣି ଥରେ ଟ୍ରେନିଂ ନେବାକୁ ଆଇଏଏସ୍‌ ଏକାଡେମୀ ଯିବେ ପୂଜା । ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଲେ ମସୌରୀ ଆଇଏଏସ୍‌ ଏକାଡେମୀ । ଜିଲ୍ଲା ଟ୍ରେନିଂ ସ୍ଥଗିତ କରି ପୁଣି ମସୌରୀ ଆସିବାକୁ ନିର୍ଦ୍ଦେଶ ଦେଲେ ମସୌରୀ ଆଇଏଏସ୍‌ ଏକାଡେମୀ । ଜୁଲାଇ ୨୩ ସୁଦ୍ଧା ମସୌରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ମସୌରୀ ଆଇଏଏସ୍‌ ଏକାଡେମୀ ।  ପୂଜାଙ୍କ…

Read More
4

ଏଣିକି ଘରେ ବସି ଅର୍ଡର କରିପାରିବେ ମଦ: ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଓ ବିଗ୍ ବାସ୍କେଟରେ ମିଳିବ ମଦ

ନୂଆଦିଲ୍ଲୀ: ଏଣିକି ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡିବ ନାହିଁ। ଆପଣ ଘରେ ବସି ପାଇପାରିବେ ମଦ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ। ବର୍ତ୍ତମାନ ଆପଣ ଘରେ ବସି କିଛି ମିନିଟରେ ମଦ ଅର୍ଡର କରିପାରିବେ। ତେବେ ଜାଣନ୍ତୁ କେଉଁ ରାଜ୍ୟରେ ଆପଣ ଅନଲାଇନରେ ମଦ ଅର୍ଡର କରିପାରିବେ। ରିପୋର୍ଟ ଅନୁଯାୟୀ, ଆପଣ ଆସନ୍ତା କିଛି ମାସ…

Read More