
ଲୋପ ପାଉଛି Y କ୍ରୋମୋଜୋମ, ପୁରୁଷ ଶୂନ୍ୟ ହୋଇଯିବ ପୃଥିବୀ!
ମାନବ ଶରୀରରେ ଘଟୁଥିବା ଏକ ବିରାଟ ପରିବର୍ତ୍ତନକୁ ଠାବ କରିଛନ୍ତି ବୈଜ୍ଞାନିକ। ଜୀବବିଜ୍ଞାନୀମାନେ ଜାଣିବାକୁ ପାଇଛନ୍ତି ଯେ, ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ ଧୀରେ ଧୀରେ ଲୋପ ପାଉଛି। ଯଦି ଏପରି ଘଟିଚାଲେ, ତେବେ ଭବିଷ୍ୟତରେ ପୃଥିବୀ ପୁରୁଷ ଶୂନ୍ୟ ହେବାର ଆଶଙ୍କା ରହିଛି। କାରଣ ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ କାରଣରୁ ହିଁ ପୁତ୍ର ସନ୍ତାନ ଜନ୍ମ ନେଇଥାଏ। ଯଦି ଏହି କ୍ରୋମୋଜୋମ ବିଲୁପ୍ତ ହୋଇଯାଏ ତେବେ ପୃଥିବୀ ପୁରୁଷ ଶୂନ୍ୟ ହୋଇଯିବା ନେଇ ଜୀବବିଜ୍ଞାନୀମାନେ…