
ଆଜି ଦାରୁବ୍ରହ୍ମଙ୍କ ନୀଳାଦ୍ରି ବିଜେ, ଜାଣନ୍ତୁ ନୀତି ନିର୍ଘଣ୍ଟ
ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆଜି ଦାରୁବ୍ରହ୍ମଙ୍କ ନୀଳାଦ୍ରି ବିଜେ କରାଯିବ। ନବଦିନ ବ୍ୟାପି ଘୋଷଯାତ୍ରା ଶେଷ କରି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବାହୁଡିବେ ଚତୁର୍ଦ୍ଦାମୂର୍ତ୍ତି। ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ ପହଣ୍ତି ଆରମ୍ଭ ହେବ। ରଥ ଉପରେ ଠାକୁରଙ୍କ ସଂନ୍ଧ୍ୟା ଆଳତୀ ଏବଂ ସଂନ୍ଧ୍ୟା ଧୂପପରେ ଚାରମାଳ ବନ୍ଧାଯିବ। ପାଳିକା ସେବକ ସିଂହାସନ ମାଜଣା କରିବେ। ଏହାପରେ ମହାପ୍ରଭୁଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରଯାଇ ଆରମ୍ଭ ହେବ ନିଳାଦ୍ରୀ ବିଜେ। ଏନେଇ ପ୍ରଶାସନ ତରଫରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର…