
ଟ୍ରମ୍ପଙ୍କ ଅଫର୍, ମନ୍ତ୍ରୀ ହେବେ ଏଲନ୍ ମସ୍କ!
ଆଗକୁ ଏଲନ୍ ମସ୍କଙ୍କ ଦେଖିବାକୁ ମିଳିବ ନୂଆ ରୂପ। କ୍ୟାବିନେଟ୍ ମନ୍ତ୍ରୀ ହେବେ ବିଶ୍ୱର ସବୁଠୁ ଧନୀ ତଥା ଟେସଲା ମାଲିକ ଏଲନ୍ ମସ୍କ। ତାଙ୍କୁ ମନ୍ତ୍ରୀ ମଦ ଅଫର୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେବଳ ସେତିକି ନୁହେଁ ଏଲନ୍ ମସ୍କ ମଧ୍ୟ ଏହାକୁ ସ୍ୱୀକାର କରିଥିବା ସୂଚନା ମିଳିଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋର୍ସୋର୍ରେ ପ୍ରଚାର ଜାରି ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ…