ଓଡ଼ିଶାଦେଶପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ admin3 months ago3 months ago01 mins Please follow and like us: ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ହୋଇଛି। କଟକ SCB ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୨ ଦିନ ତଳେ ଅସୁସ୍ଥ ହୋଇ କଟକ ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ କମଳା ପୂଜାରୀ। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର। Please follow and like us: Post navigation Previous: ମହିଳା ଏସିଆ କପ୍: ପାକିସ୍ତାନକୁ ମାତ ଦେଲା ଭାରତNext: ବିଜେଡି ବିଧାୟକଙ୍କ ସହଯୋଗୀଙ୍କୁ ରାସ୍ତାରୁ ଉଠାଇ ନେଲା ଭିଜିଲାନ୍ସ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment.