ରେଳବାଇରେ ବାହାରିଛି ନିଯୁକ୍ତି ସୁଯୋଗ, ହଜାରେ ଉପରେ ପଦବୀ ଖାଲି

onl6
Please follow and like us:

ରେଳବାଇରେ ବାହାରିଛି ନିଯୁକ୍ତି ସୁଯୋଗ । ଏକାଥରେ ହଜାରେ ଉପରେ ପଦ ଖାଲି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ତୁରନ୍ତ ଆବେଦନ କରନ୍ତୁ। ଏଥିନିମନ୍ତେ ସେମାନେ indianrailways.gov.in ୱେବସାଇଟ୍‌କୁ ଯାଇ ଆବେଦନ କରି ପାରିବେ। ରେଳବାଇର ପାରା ମେଡିକାଲ ପଦ ୧୩୭୬ଟି ଖାଲି ରହିଛି 

ଖାଲିଥିବା ପଦବୀ

ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ – ୭୧୩

ହେଲଥ୍‌ ଆଣ୍ଡ ମ୍ୟାଲେରିଆ ଇନ୍ସପେକ୍ଟର-୧୨୬

ଡାଏଟିସିଆନ-୫

ଫିଲ୍ଡ ୱାର୍କର-୧୯

ଲାବରୋଟ୍ରୋରୀ ଆସିଷ୍ଟାଣ୍ଟ-୯୪

ଇସିଜି ଟେକନିସିଅନ- ୧୩

optometrist -୪

କାର୍ଡିଆକ୍‌ ଟେକନିସିଆନ-୪

ସ୍ପିଚ ଥେରାପିଷ୍ଟ- ୧

ରେଡିଓଗ୍ରାଫର ଏକ୍ସ ଟେକନିସିଆନ- ୬୪

ଫାର୍ମାସିଷ୍ଟ-୨୪୬

ଫିଜିଓଥେରାପିଷ୍ଟ- ୨୦

କ୍ଲିନିକାଲ ସାଇକୋଲୋଜିଷ୍ଟ-୭

ଡାଏଲସିସି ଟେକନିସିଆନ-୨୦

ଲାବରୋଟୋରି

ଅକ୍ୟୁପେସନାଲ ଥେରାପିଷ୍ଟ-୨ ଆଦି ବହୁ ପଦ ଖାଲି ପଡ଼ିଛି।

ଏଥିନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଏହା ସେପ୍ଟେମ୍ବର ୧୬ ତାରିଖ ଯାଏ ଚାଲିବ । ଆବେଦନ ପରେ କୌଣସି ପ୍ରକାର ତ୍ରୁଟି ସଂଶୋଧନ କରିବାକୁ ଚାହୁଁଥିଲେ ସେପ୍ଟେମ୍ବର ୧୭ରୁ ୨୬ ସେପ୍ଟେମ୍ବର ଯାଏ Correction Window ଖୋଲା ରହିବ ।

Please follow and like us:

Leave a Reply

Your email address will not be published. Required fields are marked *