
ଭିନେଶ ଫୋଗାଟ୍ଙ୍କୁ ମିଳିବ କି ରୌପ୍ୟ ପଦକ? ଆଜି ଆସିବ ଚୂଡ଼ାନ୍ତ ରାୟ
ରେସଲର ଭିନେଶ ଫୋଗାଟ୍ଙ୍କ ମେଡାଲ ସସପେନ୍ସ ଉପରୁ ଆଜି ହଟିବ ପରଦା। ଆଜି ସ୍ପଷ୍ଟ ହେବ ଭିନେଶଙ୍କୁ ଯୁଗ୍ମ ରୌପ୍ୟ ପଦକ ମିଳିବ ନା ନାହିଁ। ପ୍ୟାରିସ୍ ଅଲିମ୍ପିକ୍ସରେ ଯୁଗ୍ମ ରୌପ୍ୟ ପାଇବା ନେଇ ଭିନେଶ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସରେ ଆବେଦନ କରିଥିଲେ। CAS ଭିନେଶଙ୍କ ଆବେଦନକୁ ଗ୍ରହଣ କରିଥିବା ବେଳେ ଏହାର ଶୁଣାଣି ଶେଷ ହୋଇଛି। ଆଜି ଏହାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି। କୁସ୍ତି ୫୦ କେଜି…