
୧୭ ମାସ ପରେ ନ୍ୟାୟ ମିଳିଲା: ସିସୋଦିଆ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆ ଗତକାଲି ଜେଲ୍ରୁ ମୁକୁଳିବାପରେ ଆଜି ପାର୍ଟି ଅଫିସରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେଇଛନ୍ତି। ସିସୋଦିଆ କହିଛନ୍ତି, ତାଙ୍କୁ ୭ରୁ ୮ ମାସ ମଧ୍ୟରେ ନ୍ୟାୟ ମିଳିବ ବୋଲି ଆଶା ଥିଲା କିନ୍ତୁ ଏଥିପାଇଁ ୧୭ ମାସ ଲାଗିଗଲା। ଆପ୍ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ ସିସୋଦିଆ ସୁପ୍ରିମକୋର୍ଟ ରାୟକୁ ପ୍ରଶଂସା କରି କହିଛନ୍ତି, ଏକଛତ୍ରବାଦକୁ…