
ଆଇଏଏସ୍ ପୂଜା ଖେଡ଼କରଙ୍କୁ ବଡ ଝଟକା, ପୁଣି ଥରେ ନେବେ ଟ୍ରେନିଂ:-
ମୁମ୍ବାଇ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍ ପୂଜା ଖେଡ଼କରଙ୍କୁ ବଡ ଝଟକା । ପୁଣି ଥରେ ଟ୍ରେନିଂ ନେବାକୁ ଆଇଏଏସ୍ ଏକାଡେମୀ ଯିବେ ପୂଜା । ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଲେ ମସୌରୀ ଆଇଏଏସ୍ ଏକାଡେମୀ । ଜିଲ୍ଲା ଟ୍ରେନିଂ ସ୍ଥଗିତ କରି ପୁଣି ମସୌରୀ ଆସିବାକୁ ନିର୍ଦ୍ଦେଶ ଦେଲେ ମସୌରୀ ଆଇଏଏସ୍ ଏକାଡେମୀ । ଜୁଲାଇ ୨୩ ସୁଦ୍ଧା ମସୌରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ମସୌରୀ ଆଇଏଏସ୍ ଏକାଡେମୀ । ପୂଜାଙ୍କ…