on2

ବିଜେପି ସରକାରଙ୍କ ପ୍ରଥମ ବଜେଟ

ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତବର୍ଷର ବଜେଟ୍ ଆକାରରେ ୧୫.୨% ବୃଦ୍ଧି ହୋଇଛି । ମୋହନ ସରକାର ଚଳିତ ଆର୍ଥିକ ବର୍ଷରେ ନିଜସ୍ୱ ଟିକସ ଓ ଅଣଟିକସ ବାବଦରେ ୧.୧୮ଲକ୍ଷ କୋଟି ଟଙ୍କା, କେନ୍ଦ୍ରୀୟ ଟିକସରୁ ରାଜ୍ୟଅଂଶ ଓ କେନ୍ଦ୍ରୀୟ ଅନୁଦାନକୁ ମିଶାଇ ମୋଟ ୯୩ହଜାର କୋଟି ଟଙ୍କା, ଋଣ ଓ ଅଗ୍ରୀମର ପୁନଃଭରଣା ବାବଦରେ…

Read More
on1

ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ୨୬୦୪୯ଟଙ୍କା

ରାଜ୍ୟର ପ୍ରଥମ ବିଜେପି ସରକାର ଆଜି ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିବା ସହ ରାଜ୍ୟବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ ପାଇଁ ପ୍ରୟାସ କରିଛନ୍ତି । ରାଜ୍ୟ ସରକାରଙ୍କ ବଜେଟ୍ ପୁସ୍ତିକା ଅନୁସାରେ, ୨୦୨୪ ମାର୍ଚ୍ଚ ୩୧ତାରିଖ ଶେଷ ସୁଦ୍ଧା ରାଜ୍ୟ ଉପରେ ମୋଟ ଋଣବୋଝ ୯୬୩୧୦.୪୫କୋଟି ଟଙ୍କା ରହିଛି । ଯାହାକି ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସଡିପି)ର ୧୧.୫୬% । ସେହିପରି ଏହି ଅବଧି ମଧ୍ୟରେ ରାଜ୍ୟର ପ୍ରାୟ ୪.୬୪କୋଟି ଲୋକଙ୍କ ଉପରେ…

Read More
on7

ଏବେ ମିଳିବନି ନୂଆ ରାସନକାର୍ଡ : ପୁରୁଣା ହିତାଧିକାରୀଙ୍କ ‘ଆଧାର’ ଯାଂଚ କରିବେ ସରକାର

ରାଜ୍ୟରେ ଅନେକ ଭୂତ ହିତାଧିକାରୀ ରାସନ କାର୍ଡରେ ସାମିଲ ଥିବାର ଅଭିଯୋଗ ପରେ ରାଜ୍ୟ ସରକାର ସବୁ ରାସନ କାର୍ଡଧାରୀଙ୍କ ତଥ୍ୟକୁ ଯାଂଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଆଧାର କାର୍ଡ ସହାୟତାରେ ଅନଲାଇନରେ ଇକେୱାଇସି ଯାଂଚକରିବେ । ଏହି ପ୍ରକ୍ରିୟା ଶେଷ ହେବାପରେ ହିଁ ରାଜ୍ୟରେ ରାସନ କାର୍ଡ ପାଇଁ ଆବେଦନ କରିଥିବା ପ୍ରାୟ ୬.୧୯ଲକ୍ଷ ପରିବାରକୁ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ…

Read More
on6

ଆଉ ୧ ଦିନ: ନଈ ଭିତରେ ଉଦ୍‌ଘାଟନୀ ସମାରୋହ

ପ୍ୟାରିସ୍‌: ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ କୌଣସି ଷ୍ଟାଡିୟମ୍‌ରେ ହେବ ନାହିଁ। ବରଂ ସ୍ଥାନୀୟ ସିନ୍‌ ନଦୀରେ ସଂପୂର୍ଣ୍ଣ ପ୍ୟାରିସ୍‌ ସହରବ୍ୟାପୀ ଏହି ଉଦ୍‌ଘାଟନୀ ସମାରୋହ ଚାଲିବ। ଯେଉଁଥିରେ ପାଖାପାଖି ୨୦୦ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍‌ଙ୍କୁ ନେଇ ଏକାଧିକ ଡଙ୍ଗା ନଦୀରେ ଚାଲିବ। ସହର ଭିତରେ ଯାଇଥିବା ଏହି ନଦୀର ଉଭୟ ପାର୍ଶ୍ବରେ ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବାକୁ ଦର୍ଶକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫଳରେ ସଂପୂର୍ଣ୍ଣ ସହର…

Read More
on5

ଆଜିଠୁ ଭାରତର ଅଭିଯାନ: ପ୍ରଥମେ ମଇଦାନକୁ ଓହ୍ଲାଇବ ତୀରନ୍ଦାଜି ଦଳ

ପ୍ୟାରିସ୍‌: ଶୁକ୍ରବାର ପ୍ୟାରିସ୍‌ ଅଲିମ୍ପିକ୍ସର ବିଧିବଦ୍ଧ ଉଦ୍‌ଘାଟନୀ ସମାରୋହ ଆୟୋଜିତ ହେବ। କିନ୍ତୁ ‌ଦୁଇ ଦିନ ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟର ପ୍ରତିଯୋଗିତାଗୁଡ଼ିକ ଆରମ୍ଭ ହୋଇଯାଇଛି। ଗୁରୁବାରଠୁ ପ୍ରଥମ ପଦକ ସନ୍ଧାନରେ ଥିବା ଭାରତୀୟ ତୀରନ୍ଦାଜି ଦଳ ଅଭିଯାନ ଆରମ୍ଭ କରିବ। ଲେସ୍‌ ଇନ୍‌ଭାଲିଡ୍‌ସ ଗାର୍ଡେନ୍‌ରେ ତୀରନ୍ଦାଜିର ପ୍ରାଥିମିକ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଲଣ୍ଡନ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ପୂର୍ଣ୍ଣ ୬ ଜଣିଆ ଦଳ ପ୍ୟାରିସ୍‌ ଆସିଛି। ଉଭୟ ପୁରୁଷ ଓ ମହିଳା ଦଳ…

Read More
on4

ବିହାର: ପେପର୍ ଲିକ୍‌ କଲେ ୪ ବର୍ଷ ଜେଲ୍‌, ୧୦ ଲକ୍ଷ ଜରିମାନା

ପାଟନା: ଗୁରୁତ୍ବପୂର୍ଣ୍ଣ ପରୀକ୍ଷାଗୁଡ଼ିକରେ ହେଉଥିବା ଅନିୟମିତତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଆଜି ବିହାର ବିଧାନସଭାରେ ପେପର୍‌ ଲିକ୍‌ ବିରୋଧୀ ବିଲ୍‌ ଗୃହୀତ ହୋଇଛି। ବାଚନିକ ଭୋଟ୍‌ରେ ଏହି ବିଲ୍‌ ଗୃହୀତ ହୋଇଛି। ବହୁ ପ୍ରତିକ୍ଷୀତ ବିହାର ସାର୍ବଜନୀନ ପରୀକ୍ଷା ଅନିୟମିତତା ନିବାରଣ ବିଲ୍, ୨୦୨୪ ଗୃହୀତ ହୋଇଥିବା ବେଳେ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାଗୁଡ଼ିକରେ ଅନିୟମିତତା ରୋକିବା ପାଇଁ ଏଥିରେ ବିଶେଷ ପ୍ରାବଧାନ ରହିଛି। ପ୍ରଶ୍ନ ପତ୍ର ଲିକ୍‌ ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଏହି…

Read More
on3

ଟ୍ରେନ ଲାଇନରୁ ସାମ୍ବାଦିକାଙ୍କ ମୃତଦେହ ଠାବ, ଜୀବନ ହାରିଥିବା ସନ୍ଦେହ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମହିଳା ସାମ୍ବାଦିକାଙ୍କ ମୃତଦେହ ଠାବ । ବାପୁଜୀ ନଗର ଟ୍ରେନଲାଇନ କଡ଼ରୁ କ୍ଷତାକ୍ତ ମୃତଦେହ ଜବତ । ମୃତ ସାମ୍ବାଦିକା ଜଣକ ହେଲେ ମଧୁସ୍ମିତା ପରିଡା । ସେ ରାଜଧାନୀର ଏକ ଘରୋଇ ଡିଜିଟାଲ ଗଣମାଧ୍ୟମରେ କାର୍ଯ୍ୟରତ ଥିଲେ । ସୂଚନାଯୋଗ୍ୟ ଯେ, ଆଜି (ବୁଧବାର) ସନ୍ଧ୍ୟା ୯ଟା ସମୟରେ ତାଙ୍କର ମୃତଦେହକୁ ବାପୁଜୀ ନଗର‌ ଭେନସ ଇନ୍ କଡ଼ର ଟ୍ରେନ ଲାଇନ କଡ଼ରୁ ଠାବ କରିଛି ଜିଆରପି ପୋଲିସ । ମୃତକ ଜଣଙ୍କ…

Read More
on2

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୮.୫% ଅଭିବୃଦ୍ଧି ଲକ୍ଷ୍ୟ

ଯୋଜନା ଓ ସଂଯୋଜନ ବିଭାଗ ଦ୍ବାରା ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେର ଆକଳନ ଅନୁସାରେ, ଆର୍ଥିକବର୍ଷ ୨୦୨୩-୨୪ ପାଇଁ ରାଜ୍ୟର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ଏହି ହାର ଗତ ଅର୍ଥାତ ଆର୍ଥିକବର୍ଷ ୨୦୨୨-୨୩ ରେ ୭.୯ ପ୍ରତିଶତ ରହିଥିଲା । ସେହିପରି ରାଜ୍ୟରେ ମୁଣ୍ଡପିଛା ଆୟ ୨୦୨୩-୨୪ ଆର୍ଥିକ ବର୍ଷରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି । ଯାହା ଜାତୀୟ ମୁଣ୍ଡପିଛା ଆୟର ହାର ଠାରୁ ପ୍ରାୟ 12 ପ୍ରତିଶତ ତଳେ…

Read More
on1

ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ

ବୀରମିତ୍ରପୁର: ବୀରମିତ୍ରପୁର ସହରରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା ବିଭାଗ ଓ ପୁଲିସର ମିଳିତ ଚଢ଼ଉ କରାଯାଇଛି। ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନ ଗୁଡ଼ିକରେ ଚାଲିଥିବା ଖୁଲମଖୁଲା ନିଶାଦ୍ରବ୍ୟ ଗୁଟ୍‌ଖା, ତମ୍ବାଖୁ ବିକ୍ରି ଓ ହୋଟେଲ ଉପରେ ଅଚାନକ ଚଢ଼ଉ କରି ହୋଟେଲ ଗୁଡ଼ିକର ଆନୁସଙ୍ଗିକ ବ୍ୟବସ୍ଥା, ତିଆରି ଖାଦ୍ୟର ମାନ, ପରିବେଷଣର ପରିବେଶ, ପରିଷ୍କାର ପରିଚ୍ଛନ୍ନତା ଓ ବହୁଦିନର ଫ୍ରିଜିଂ କଞ୍ଚାମାଲ ଗୁଡିକର ମାନ ଯାଞ୍ଚ କରିଥିଲେ। ସହରରେ ପ୍ରାୟ ୩୦ରୁ…

Read More
on7

ବିଜେଡିକୁ ଘାରିଛି କି ଓଡ଼ିଆ ଅସ୍ମିତାର ଭୂତ ?

ବିଜେଡିକୁ ଘାରିଛି କି ଓଡ଼ିଆ ଅସ୍ମିତାର ଭୂତ। କାରଣ ଏହି ଓଡ଼ିଆ ଅସ୍ମିତା ବିଜେଡିକୁ କ୍ଷମତାରୁ ହଟାଇ ଦେଲା। ଜଣେ ଅଣ ଓଡ଼ିଆ ଲୋକର ରିମୋଟ କଣ୍ଟ୍ରୋଲରେ ଶାସନ ଚାଲିଛି ବୋଲି ବିରୋଧୀ ଆକ୍ଷେପ କଲେ ଆଉ ଲୋକେ ବିଜେଡିକୁ ପ୍ରତ୍ୟାଖାନ କଲେ।

Read More