onl4

ଭାରତକୁ ୪ ଖେଳରୁ ୬ ପଦକ: ୧୨ଖେଳରେ ଖାଲି ହାତ

ପ୍ୟାରିସ୍: ଭାରତର ପ୍ୟାରିସ୍ ଅଲିମ୍ପିକ୍ସ ଅଭିଯାନ ବହୁ ଆଶା, ଆକାଂକ୍ଷା ନେଇ ଆରମ୍ଭ ହୋଇଥିଲା। ପ୍ୟାରିସ୍‌କୁ ୧୧୭ଜଣିଆ ଭାରତୀୟ ଦଳ ଯାଇଥିଲା। ପ୍ରକୃତରେ କିନ୍ତୁ ୧୧୨ ଜଣ ଭାରତୀୟ ଖେଳାଳି ୧୬ ଖେଳର ୬୯ ମେଡାଲ ଇଭେଣ୍ଟ୍‌ରେ ଅବତୀର୍ଣ୍ଣ ‌ହୋଇଥିଲେ। ତେବେ ଭାରତୀୟ ଦଳର ହାତକୁ ଆସିଛି ମାତ୍ର ୬ ପଦକ। ଭାରତୀୟମାନେ ଅଂଶଗ୍ରହଣ କରିଥିବା ୧୬ ଖେଳ ମଧ୍ୟରୁ କେବଳ ୪ଟିକୁ ଛାଡ଼ି ୧୨ଟି ଖେଳରେ ଭାରତ ପଦକ ଶୂନ୍ୟ ରହିଛି। ଭାରତୀୟ ଖେଳାଳିମାନେ ପଦକ…

Read More
2

ବଡ଼ ଧରଣର ଏନକାଉଣ୍ଟର:-

ପୁଲିସର ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମହାରାଷ୍ଟ୍ର ଗଡ଼ଚିରୋଲି ନିକଟସ୍ଥ ଜଙ୍ଗଲରେ ଆଜି ପୁଲିସର ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଗଡ଼ଚିରୋଲି ଏସ୍‌ପି କହିଛନ୍ତି, ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ପୁଲିସ୍ ୧୨ ଜଣ ନକ୍ସଲଙ୍କ ମୃତଦେହକୁ ଜବତ କରିଛି। ୩ଟି ଏକେ ୪୭, ୨ଟି ଇନ୍‌ସାସ୍‌ ରାଇଫଲ, ଗୋଟିଏ କାରବାଇ ଓ ଗୋଟିଏ ଏସ୍‌ଏଲ୍‌ଆର ଭଳି ଅତ୍ୟାଧୁନିକ…

Read More
onl1

କାଲି ଟାଣି ନେଇଥିଲା କୁମ୍ଭୀର; ଆଜି ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

କେନ୍ଦ୍ରାପଡା: ବ୍ରାହ୍ମଣୀ ନଦୀରେ ଗତକାଲି କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ରାଜନଗରରେ କୁମ୍ଭୀର ଆତଙ୍କ ଖେଳିଯାଇଛି। ସ୍ତାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ଶୌଚ ହେଲାବେଳେ ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର। ଶୌଚ ପାଇଁ ଯାଇଥିବା ସମୟରେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆଳପୁଆ ଗାଁର ମଞ୍ଜୁଲତା ଭଞ୍ଜ ଘର ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିଲେ। ତେବେ…

Read More
on41

ରାହୁଲ ସିଲେଇଥିବା ଜୋତା ନେବାକୁ ୧୦ ଲକ୍ଷ ଟଙ୍କା ଦେବାକୁ ଗ୍ରାହକ ରାଜି; ଦେଉନାହାନ୍ତି ଦୋକାନୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ ରାହୁଲ ଗାନ୍ଧୀ ଭେଟିଥିବା ମୋଚି ରାମଚିତ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଦୋକାନକୁ ଯାଇଥିଲେ। ସେଠାରେ ତାଙ୍କ ସହ ଆଲୋଚନା କରିବା ସହ ଏକ ଚପଲ ମଧ୍ୟ ସିଲେଇ କରିଥିଲେ। ଏହି ଚପଲ କିଣିବାକୁ ଏବେ ତାଙ୍କ ପାଖକୁ ବଡ଼ ବଡ଼ ଅଫର ଆସୁଛି। ଚପଲ ହଳକ ପାଇଁ ୫ରୁ ୧୦ ଲକ୍ଷ ଟଙ୍କା ଦେବାକୁ ବି ରାଜି ଅଛନ୍ତି ଲୋକେ। କିନ୍ତୁ ରାହୁଲ ସିଲେଇ କରିଥିବା ଚପଲ ରାମଚିତ ଦେବାକୁ…

Read More
on5

ଜୀ-ସାର୍ଥକର ”ଦିଦି ନମ୍ବର ୧” ଯାକପଟ ରାଉଣ୍ଡରେ ବାଜି ମାରିଲେ କଳାହାଣ୍ଡିର ତୁଲାସା ନାୟକ

ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିନେଉଛି । କେବଳ ଧାରାବାହିକ ନୁହେଁ ବରଂ ରିଆଲିଟି ସୋ ମାଧ୍ୟମରେ ମଧ୍ୟ ସଫଳତାର ସହ ଆଗକୁ ବଢି ଚାଲିଛି । ସମ୍ପୂର୍ଣ ଓଡିଆ ଜାତି ଓ ଆମ ରାଜ୍ୟର ପ୍ରଥା, ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଲିପିଙ୍କ ଉପସ୍ଥାପନାରେ ”ଦିଦି ନମ୍ବର ୧” ଦର୍ଶକଙ୍କ ଭଲ…

Read More
on3

କ୍ରିକେଟ ପଡ଼ିଆରେ ହାଇଡ୍ରାମା: ପୁଅକୁ ନଖେଳାଇବାରୁ ପିଚ୍‌ରେ ବସିଲେ ମା

କ୍ରିକେଟ ପଡ଼ିଆରେ ହାଇଡ୍ରାମା। ପୁଅକୁ ନଖେଳାଇବାରୁ ପିଚ୍‌ରେ ବସିଲେ ମା ।ପୁଅକୁ ଚୂଡ଼ାନ୍ତ ଏକାଦଶରେ ସାମିଲ ନକରାଯିବାରୁ ପଡ଼ିଆରେ ପଶି ଖେଳ ବନ୍ଦ କରି ଦେଲେ ବାପାମା’। ଏମିତିକି ନ୍ୟାୟ ଦାବିରେ ପିଚ୍‌ରେ ବସି ରହିଥିଲେ ମା’। ଆଜି କଟକ ସନସାଇନ ପଡ଼ିଆରେ ଘଟିଛି ଏହି ଘଟଣା। ଆୟୁଷଙ୍କ ମା’ ରୋଜାଲିନ ମହାନ୍ତି କହିଛନ୍ତି, ମୋ ପୁଅ ଭୁବନେଶ୍ୱର ‘ଏ’ ପକ୍ଷରୁ ଖେଳିବାକୁ ଆସିଥିଲା। ଆଜି ସକାଳେ ସେ ଘରକୁ ଫେରି ଆତ୍ମହତ୍ୟା ଉଦ୍ୟମ କରିଥିଲା। କାରଣ…

Read More
onl2

୨ୟ ଦିନିକିଆରେ ଭାରତକୁ ହରାଇଲା ଶ୍ରୀଲଙ୍କା

ପ୍ରଥମ ଦିନିକିଆରେ ସୁଯୋଗ ହାତ ଛଡ଼ା କରି ମ୍ୟାଚ୍‌କୁ ଟାଇ କରିଥିବା ଭାରତ ଆଜି ୩୨ ରନରେ ଶ୍ରୀଲଙ୍କା ଠାରୁ ହାରିଛି।ଅଧିନାୟକ ରୋହିତ ଶର୍ମା ଏକାକୀ ଆରମ୍ଭରୁ ୪୪ ବଲରେ ୬୪ କରି ନେଲେ। ମଧ୍ୟଭାଗରେ ଅକ୍ଷର ପଟେଲ ୪୪ ଓ ଅନ୍ୟତମ ଓପନର ଶୁବମନ ଗିଲ ୩୫ ରନ ଇନିଂସ ଖେଳିଲେ। ତଥାପି ଷ୍ଟାର ଖଚିତ ଭାରତୀୟ ଟିମ ଟାର୍ଗେଟକୁ ହାସଲ କରିପାରିଲା ନାହିଁ। ଗୌତମ ଗମ୍ଭୀରଙ୍କ କୋଚିଂରେ ପ୍ରଥମ ଥର କୌଣସି ଦିନିକିଆ ସିରିଜ ଖେଳୁଥିବା…

Read More

ଭାରତର ‘ମିଶନ ମୌସମ’: ଏଣିକି ପ୍ରଯୁକ୍ତି କରିବ ବର୍ଷା, ରୋକିବ ବଜ୍ରପାତ!

ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ଅର୍ଥାତ୍ ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକାଯାଇ ପାରିବ କିମ୍ବା ଆଦୌ ବୃଷ୍ଟିପାତ ହେଉନଥିଲେ ବର୍ଷା କରାଯାଇ ପାରିବ। ଏଥିପାଇଁ ଭାରତୀୟ ପାଣିପାଗ ବିଜ୍ଞାନୀମାନେ ଏକ ନୂତନ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି। ଏହି ଟେକ୍ନୋଲୋଜି ମାଧ୍ୟମରେ କେବଳ ବର୍ଷା ନୁହେଁ, ବରଂ କୁଆପଥର ଏବଂ ବଜ୍ରପାତକୁ ମଧ୍ୟ ରୋକାଯାଇ ପାରିବ। ଏହି ପ୍ରୋଜେକ୍ଟର ନାମ ‘ମିଶନ ମୌସମ’ ରଖାଯାଇଛି, ଯାହାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨,୦୦୦…

Read More
onl4

ପିପିଲି ପରେ ଡେଲାଙ୍ଗରେ ବାର୍ଡ ଫ୍ଲୁ: କୁକୁଡ଼ା ଚିଆଁ ମାରିଲା ପ୍ରଶାସନ

ପିପିଲି: ପିପିଲି ପରେ ଏବେ ନିମାପଡା ଡେଲାଙ୍ଗ ବାର୍ଡ  ଫ୍ଲୁ ସନ୍ଦେହ ସୃଷ୍ଟି ହୋଇଛି। ଇତିମଧ୍ୟରେ  ହଜାର ହଜାର କୁକୁଡ଼ା ମଲେଣି। ନିମାପଡା ଓ ଡେଲାଙ୍ଗରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ  ଭୋପାଳ ପଠାଯାଇଛି।  ସରକାରୀ କେନ୍ଦ୍ରରେ ୩୪୮୪ ଟି ନମୁନାର ପରୀକ୍ଷା ଜାରି ରହିଛି। ଚାଷୀ ନିଜେ ମଲା କୁକୁଡ଼ାଙ୍କୁ ପୋତୁଛନ୍ତି। ଇତିମଧ୍ୟରେ ପିପିଲି ଡେଲାଙ୍ଗରେ  ହଜାର ହଜାର କୁକୁଡ଼ା ମଲେଣି। ନାଳ ନର୍ଦ୍ଦମା ଏବଂ କେନାଲରେ ଚାଷୀ ମଲା କୁକଡ଼ାଙ୍କୁ  ଫୋପାଡ଼ିଦେଉଥିବା ଅଭିଯୋଗ ହେଉଛି। ପ୍ରଶାସନ…

Read More
pitambar acharya

ପୀତାମ୍ବର ଆଚାର୍ଯ୍ୟ ହେଲେ ଆଡଭୋକେଟ ଜେନେରାଲ

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ।ପୀତାମ୍ବରଙ୍କୁ ଏଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।୨୦୧୧ରେ ସେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନ୍ୟତା ହାସଲ କରିଥିଲେ। ରତ୍ନଭଣ୍ଡାର ଖୋଲିବା ଓ ଚାବି ହଜିବା ମାମଲା, ପୁରୀର ବଗଲା ଧର୍ମଶାଳାର ବେଆଇନ ଆଲଟମେଣ୍ଟ, ଭଦ୍ରକରେ ରାମ ନବମୀ ପାଳନ ଉପରେ ଜିଲ୍ଲା ପ୍ରଶାସନର କଟକଣା, ଆମ ଓଡ଼ିଶା ନବୀନ ଓଡ଼ିଶା ସ୍କିମର ବୈଧତା ଆଦି ଗୁରୁତ୍ୱପୂର୍ଣ୍ଣ ମାମଲା ଓ PIL ଆଦି ପାଇଁ ବିଜେପି ପକ୍ଷରୁ ଲଢ଼ିଥିଲେ। ୨୦୧୭ରେ ସେ…

Read More