
Joe Biden: ଜୋ ବାଇଡେନଙ୍କୁ କୋରୋନା, ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍
Joe Biden: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ(Joe Biden) ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବାଇଡେନଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହାକୁ ମିଶାଇ ଏହି ମାହାମାରୀରେ ୩ ଥର ସଂକ୍ରମିତ ହୋଇ ସାରିଲେଣି। ଏନେଇ ହ୍ୱାଇଟ୍ ହାଉସ(White House)ର ଚିକିତ୍ସକ ଡକ୍ଟର କେଭିନ୍ ଓ’କନୋ(Dr Kevin O’Connor)ର ସୂଚନା ଦେଇଛନ୍ତି। କୋରନାର ସାଧାରଣ ଲକ୍ଷଣ ସହିତ ବାଇଡେନ ଶ୍ୱାସକ୍ରିୟାରେ ପରିବର୍ତ୍ତନ ଦେଖିବାକୁ ମିଳିଥିବା ସୂଚନା ମିଳିଛି। ପ୍ରାରମ୍ଭରେ ତାଙ୍କର ପ୍ରଥମ ଇଭେଣ୍ଟରେ ଯୋଗଦେବା…