
ୟେମେନର ହୁତି ଶିବିରରେ ଇସ୍ରାଏଲ୍ର ଆକ୍ରମଣ
ନୂଆଦିଲ୍ଲୀ: ଇସ୍ରାଏଲର ଯୁଦ୍ଧ ବିମାନ ଆଜି ଇସ୍ରାଏଲ ଠାରୁ ୧୮୦୦ କିମି ଦୂର ୟେମେନର ହୁଦାୟଦା ବନ୍ଦର ସହର ଉପରେ ଜୋରଦାର ଆକ୍ରମଣ କରିଛି। ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୭ଜଣ ଆହତ ହୋଇଛନ୍ତି। ଦୁଇଦିନ ପୂର୍ବେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ତେଲ୍ ଆଭିଭ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲେ। ଏଥିରେ ଜଣେ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଜବାବରେ ଆଜି ଇସ୍ରାଏଲ ୟେମେନରେ ଥିବା ହୁତି ବିଦ୍ରୋହୀଙ୍କ ଆଡ଼ା ଉପରେ…