
ଇରାନ୍ରେ ରେକର୍ଡ ୮୨ଡିଗ୍ରି ଉତ୍ତାପ
ତେହରାନ୍: ଇରାନ୍ରେ ବିଶ୍ବର ସର୍ବୋଚ୍ଚ ତାପମାତ୍ରା ଅନୁଭୂତ ହୋଇଛି। ଏହା ରେକର୍ଡ ୮୨.୨ ଡିଗ୍ରି ସେଣ୍ଟିଗ୍ରେଡ୍ ଛୁଇଁଥିବା ବେଳେ ବାୟୁର ଆର୍ଦ୍ରତାଙ୍କ (ଡିଉ ପଏଣ୍ଟ) ୩୬.୧ ଡିଗ୍ରି ସେଣ୍ଟିଗ୍ରେଡ୍ ରହିଛି। ଗୁରୁବାର ଦାରିସ୍ତାନ ବିମାନବନ୍ଦର ନିକଟରେ ବାୟୁ ତାପମାତ୍ରା ୩୮.୯ ଡିଗ୍ରି ସେଣ୍ଟିଗ୍ରେଡ୍ ରହିଥିଲା ଓ ସାପେକ୍ଷ ଆଦ୍ରତା ୮୫ ପ୍ରତିଶତ ରହିଥିଲା। ବାୟୁମଣ୍ଡଳର ଏହି ସ୍ଥିତି ଶୁକ୍ରବାର ଅତି ଉଦ୍ବେଗଜନକ ଭାବେ ଅନୁଭୂତ ତାପମାତ୍ରାକୁ ୮୨ ଡିଗ୍ରି ଯାଏଁ ବୃଦ୍ଧି କରାଇଥିଲା। ଏହି ତାପମାତ୍ରା ପୃଥିବୀର…