on3

କ୍ରୀଡ଼ା ପୁରସ୍କାରରୁ ବିଜୁଙ୍କ ନାଁ ହଟିବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ର ନାମ ବଦଳାଇ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ କରିଥିଲେ। ଏନେଇ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଗତ ୧୯ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜେଡି ଏହାକୁ କଡ଼ା ସମାଲୋଚନା କଲା। ୪୮ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ‘ୟୁ ଟର୍ଣ୍ଣ’ ମାରିଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି କହିଛନ୍ତି ଯେ ବିଜୁ ବାବୁଙ୍କ ନାମରେ ଦିଆଯାଉଥିବା କ୍ରୀଡ଼ା ପୁରସ୍କାରର ନାମ ବଦଳିବନି।…

Read More
on2

ମହିଳା ଏସିଆ କପ୍‌: ପାକିସ୍ତାନକୁ ମାତ ଦେଲା ଭାରତ

ବିଜୟରୁ ଏସିଆ କପ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଦଳ। ଶ୍ରୀଲଙ୍କାରେ ଆଜି ଠାରୁ ଏସିଆ କପ ଆରମ୍ଭ ହୋଇଛି। ଭାରତ ପ୍ରଥମ ମ୍ୟାଚରେ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏକତରଫା ଭାବେ ୭ ୱିକେଟରେ ୩୫ ବଲ ପୂର୍ବରୁ ହରାଇ ଦେଇଛି। ଏଥିସହ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ମହିଳା ଦଳ ନିଜର ଦବଦବା ଦେଖାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୧୯.୨ ଓଭରରେ ମାତ୍ର ୧୦୮ ରନ କରିଥିଲା। ଏହାର ଜବାବରେ ଭାରତ ୩ ୱିକେଟ…

Read More
on4

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟି-୨୦ ଦଳର ଅଧିନାୟକ ହେଲେ ସୁର୍ଯ୍ୟକୁମାର

ବିସିସିଆଇ ଗୁରୁବାର ଦିନ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ଟି-୨୦ ଦଳର କମାଣ୍ଡ ଦିଆଯାଇଛି। ଅଧିନାୟକତ୍ୱ ରେସରେ ସୂର୍ଯ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପରାସ୍ତ କରିଛନ୍ତି। ସୂର୍ଯ୍ୟକୁମାର ଟି-୨୦ ବିଶ୍ୱକପ ୨୦୨୬ ପର୍ଯ୍ୟନ୍ତ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ଅଛି। ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଏହା ଏକ ବଡ ପରିବର୍ତ୍ତନ ବୋଲି ବିବେଚନା କରାଯାଏ। ଉପ-ଅଧିନାୟକ ଭାବେ…

Read More

IND vs SL: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ ଅପଡେଟ୍; ଏହି ସିରିଜରୁ ବାଦ ପଡିପାରନ୍ତି

ହାର୍ଦିକ ପାଣ୍ଡ୍ୟା: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ODI ସିରିଜରୁ ହାର୍ଦ୍ଦିକ ପାଣ୍ଡ୍ୟା ବାଦ୍ ପଡି ପାରନ୍ତି । ପାଣ୍ଡ୍ୟା ଏ ବିଷୟରେ ବିସିସିଆଇ ସହ କଥା ହୋଇଛନ୍ତି । ଆଜି ଦଳ ଘୋଷଣା ହୋଇପାରେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନିଟି ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ସିରିଜ୍ 27 ଜୁଲାଇରୁ ଖେଳାଯିବ । ଏହା ପରେ ଅଗଷ୍ଟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଅନୁଷ୍ଠିତ ହେବ । ନିକଟରେ ପ୍ରକାଶ…

Read More