onl2

କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଶିଖର ଧଓ୍ୱନ

ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଗବ୍ବର୍‌ ତଥା ଷ୍ଟାର ଓପନର୍‌ ଶିଖର ଧଓ୍ୱନ। ୧୪ ବର୍ଷର କ୍ରିକେଟ ଯାତ୍ରାରେ ଲାଗିଲା ଫୁଲ୍‌ଷ୍ଟପ୍‌। ସେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି।  ଶିଖର ସୋଶାଲ ମିଡିଆରେ ଭିଡିଓ ଜାରି କରି କ୍ରିକେଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି କହିଛନ୍ତି। ଏଥିସହ କ୍ରିକେଟରୁ ଅବସର ଘୋଷଣା କରିବା ବେଳେ…

Read More
onl4

ବାଂଲାଦେଶରେ ହେବନି ମହିଳା ଟି-୨୦ ବିଶ୍ୱକପ, ନୂଆ ସ୍ଥାନ ଘୋଷଣା କଲା ଆଇସିସି

ଆଇସିସି ମହିଳା ଟି-୨୦ ବିଶ୍ୱକପର ୯ମ ସଂସ୍କରଣ ବାଂଲାଦେଶରେ ହେବନାହିଁ। ଏହି ମେଗା ଟୁର୍ଣ୍ଣାମେଣ୍ଟ ବାଂଲାଦେଶ ବଦଳରେ ୟୁଏଇରେ ଅନୁଷ୍ଠିତ ହେବ। ତେବେ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ହିଁ ଏହି ଟୁର୍ଣ୍ଣାମେଣ୍ଟର ପରିଚାଳନା କରିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ଅକ୍ଟୋବର ୩ରୁ ୨୦ ତାରିଖ ଯାଏ ବାଂଲାଦେଶରେ ମହିଳା ଟି-୨୦ ବିଶ୍ୱକପ ଖେଳାଯିବାର ଥିଲା। କିନ୍ତୁ ବାଂଲାଦେଶରେ ଏବେ ରାଜନୀତିକ ହିଂସା ଓ ହଟଚମଟ ଦେଖିବାକୁ ମିଳିଛି। ସେଠାରେ ହିଂସା ଜାରି ରହିଥିବାରୁ ଅନେକ…

Read More
on10

ପ୍ରଶିକ୍ଷକ ହେବା ପରେ ଗମ୍ଭୀରଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ: ପାଣ୍ଡ୍ୟାଙ୍କ ଫିଟନେସ୍‌ ପାଇଁ ସୂର୍ଯ୍ୟ ଅଧିନାୟକ

ମୁମ୍ବାଇ: ଦୁଇଟି ସୀମତ ଓଭର ଶୃଙ୍ଖଳା ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ନୂଆ ପ୍ରଶିକ୍ଷକ ତଥା ପୂର୍ବତନ ବିଶ୍ବକପ୍ ବିଜୟୀ ଓପନର୍ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ଗଠନ, ଯୁବ ଖେଳାଳିଙ୍କୁ ସୁଯୋଗ, ବରିଷ୍ଠଙ୍କୁ ନେଇ ସେ କରିଥିବା ଭବିଷ୍ୟତ ଯୋଜନା ତଥା ଆହତ ଖେଳାଳିଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନକୁ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଗମ୍ଭୀର ସୋମବାର ମୁମ୍ବାଇରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ…

Read More
on5

ବହୁତୁଲେ ହେଲେ ଟିମ ଇଣ୍ଡିଆର ବୋଲିଂ କୋଚ୍‌

ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ନିଯୁକ୍ତି ପାଇଛନ୍ତି ଭେଟରାନ କ୍ରିକେଟର ସାଇରାଜ ବହୁତୁଲେ। ତାଙ୍କୁ ଆଜି ବିସିସିଆଇ ଟିମ ଇଣ୍ଡିଆର ଅସ୍ଥାୟୀ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି। ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ କାମ କରିବେ। ବହୁତୁଲେ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସହ ସେ ଶ୍ରୀଲଙ୍କା ଗସ୍ତ କରିବେ। ପ୍ରଥମେ…

Read More
on4

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟି-୨୦ ଦଳର ଅଧିନାୟକ ହେଲେ ସୁର୍ଯ୍ୟକୁମାର

ବିସିସିଆଇ ଗୁରୁବାର ଦିନ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ଟି-୨୦ ଦଳର କମାଣ୍ଡ ଦିଆଯାଇଛି। ଅଧିନାୟକତ୍ୱ ରେସରେ ସୂର୍ଯ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପରାସ୍ତ କରିଛନ୍ତି। ସୂର୍ଯ୍ୟକୁମାର ଟି-୨୦ ବିଶ୍ୱକପ ୨୦୨୬ ପର୍ଯ୍ୟନ୍ତ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ଅଛି। ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଏହା ଏକ ବଡ ପରିବର୍ତ୍ତନ ବୋଲି ବିବେଚନା କରାଯାଏ। ଉପ-ଅଧିନାୟକ ଭାବେ…

Read More
3

ବିସିସିଆଇକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ, ଷ୍ଟାଡିୟମରେ ତମାଖୁ ବିଜ୍ଞାପନକୁ ନା:

ନୂଆଦିଲ୍ଲୀ: କ୍ରିକେଟ ଷ୍ଟାଡିୟମରେ ଆଉ ତମାଖୁ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି। କେତେଜଣ ପୂର୍ବତନ କ୍ରିକେଟର ଓ ବଲିଉଡ ଅଭିନେତା ତମାଖୁର ବିଭିନ୍ନ କମ୍ପାନୀ ପାଇଁ ବିଜ୍ଞାପନ କରୁଛନ୍ତି ଓ ଷ୍ଟାଡିୟମରେ ଏମାନଙ୍କର ହୋର୍ଡିଂ ବହୁଳ ଭାବେ ଦେଖାଯାଉଛି। ଭାରତରେ କ୍ରିକେଟ ଓ ବଲିଉଡ୍‌ ଯଥେଷ୍ଟ ପ୍ରଭାବ ରହିଛି। ତେଣୁ ଯୁବ ସମାଜ ଏହା ଦ୍ୱାରା ପ୍ରଭାବିତ…

Read More

IND vs SL: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ ଅପଡେଟ୍; ଏହି ସିରିଜରୁ ବାଦ ପଡିପାରନ୍ତି

ହାର୍ଦିକ ପାଣ୍ଡ୍ୟା: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ODI ସିରିଜରୁ ହାର୍ଦ୍ଦିକ ପାଣ୍ଡ୍ୟା ବାଦ୍ ପଡି ପାରନ୍ତି । ପାଣ୍ଡ୍ୟା ଏ ବିଷୟରେ ବିସିସିଆଇ ସହ କଥା ହୋଇଛନ୍ତି । ଆଜି ଦଳ ଘୋଷଣା ହୋଇପାରେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନିଟି ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ସିରିଜ୍ 27 ଜୁଲାଇରୁ ଖେଳାଯିବ । ଏହା ପରେ ଅଗଷ୍ଟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଅନୁଷ୍ଠିତ ହେବ । ନିକଟରେ ପ୍ରକାଶ…

Read More