
ବିବାଦରେ ପ୍ରଭାସଙ୍କ ‘କଳକି ୨୮୯୮ ଏଡି’: ଜାରି ହେଲା ଲିଗାଲ ନୋଟିସ
ପ୍ରଭାସ ଓ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ‘କଳକି ୨୮୯୮ ଏଡି’ ଏବେ ଆଇନ ଫାସରେ ପଡ଼ିଛି। ପୂରା ବିଶ୍ୱରେ ଭଲ ଆୟ କରି ରେକର୍ଡ ସୃଷ୍ଟି କରିଥିବା ଏହି ଫିଲ୍ମର ପ୍ରଯୋଜକଙ୍କ ସମେତ ପୂରା ଟିମ ପାଖକୁ ଯାଇଛି ଲିଗାଲ ନୋଟିସ। ଏହି ଫିଲ୍ମ ହିନ୍ଦୁ ଧର୍ମର ଭାବାବେଗକୁ ଆଘାତ ଦେଇଥିବା କଂଗ୍ରେସର ପୂର୍ବତନ ନେତା ପ୍ରମୋଦ ଆଚାର୍ଯ୍ୟ ଅଭିଯୋଗ କରିଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ “ଭାରତ ଗୋଟିଏ ଭାବପ୍ରବଣ, ବିଶ୍ୱାସ ଓ ଭକ୍ତିର ମାଟି। ଏଠାରେ…