on5

କେରଳର  ୱାୟାନାଡ ଭୂସ୍ଖଳନ ଘଟି ୧୧ ମୃତ, ମୃତକଙ୍କ ମଧ୍ୟରେ ୩ ଶିଶୁ ଅଛନ୍ତି

କେରଳର ୱାୟାନାଡ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଘଟିବା ପରେ ଶତାଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଭୂସ୍ଖଳନ ସହ ବର୍ଷା ହେତୁ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ମଙ୍ଗଳବାର ସକାଳେ ମେପ୍ପାଡି ନିକଟରେ ଏହି ଘଟଣା ଘଟିଛି। ସବିଶେଷ ତଥ୍ୟ ଅନୁଯାୟୀ, ପ୍ରଥମ ଭୂସ୍ଖଳନ ପ୍ରାୟ ରାତି ୨ଟା ସମୟରେ  ଘଟିଥିଲା। ପରେ, ସକାଳ ପ୍ରାୟ ୪.୧୦ ସମୟରେ ଜିଲ୍ଲାରେ ଆଉ ଏକ ଭୂସ୍ଖଳନ ହୋଇଥିଲା। ୧୧ ଜଣଙ୍କର…

Read More
on3

ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ମାମଲା: ଆଉ ୫ ଗିରଫ, ବିଦାହେଲେ କନିଷ୍ଠ ଯନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗର ଅଞ୍ଚଳର ରାଓ ଆଇଏଏସ୍‌ ଷ୍ଟଡି ସର୍କଲରେ ଗତ ୨୭ ତ‌ାରିଖରେ ଯେଉଁ ଦୁର୍ଘଟଣା ଘଟିଗଲା ତାହା ଦେଶବାସୀଙ୍କୁ ସ୍ତବ୍ଧ କରିଛି। କୋଚିଂ ସେଣ୍ଟରରେ ପାଣି ପଶି ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିବା ୩ ଛାତ୍ରଛାତ୍ରୀ ମରିଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାରେ ଏବେ ଖୋଳତାଡ଼ ହୋଇଛି। ଦିଲ୍ଲୀ ପୁଲିସ ଆଜି ଏହି ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି। ଗିରଫ ୫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଏସ୍‌ୟୁଭି ଡ୍ରାଇଭର…

Read More
on2

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଦୁଇ ଯାତ୍ରୀଙ୍କ ମୃତ୍ୟୁ, ଆହତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି

ହାୱଡା – ମୁମ୍ବାଇ ଏକ୍ସପ୍ରେସ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରାଜଖରସୁଆଁ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଅଘଟଣ ଫଳରେ ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ଟ୍ରେନ୍‌। ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଘଟଣାସ୍ଥଳରେ ଆରପିଏଫ୍ ଓ ରେଲୱେ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।ଏହାସହ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି…

Read More
on7

ମଣିପୁର ଓ ଜମ୍ମୁ-କଶ୍ମୀର ନ ଯିବାକୁ ନିଜ ଦେଶର ଲୋକଙ୍କୁ କହିଲା ଆମେରିକା

ଭାରତ ବୁଲିବାକୁ ଆସୁଥିବା ଆମେରିକୀୟମାନଙ୍କ ପାଇଁ ୱାଶିଂଟନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଭାରତ ଗସ୍ତରେ ଆସୁଥିବା ଆମେରିକୀୟମାନେ ମଣିପୁର, ଜମ୍ମୁ-କଶ୍ମୀର, ଭାରତ-ପାକିସ୍ତାନ ଓ କେନ୍ଦ୍ରୀୟ ଏବଂ ପୂର୍ବପ୍ରାନ୍ତକୁ ଯାଆନ୍ତୁ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଭାରତ ପାଇଁ ସଂଶୋଧିକ ଆଡଭାଇଜରୀରେ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ନର୍ଦ୍ଦନ ରାଜ୍ୟଗୁଡ଼ିକ ସମ୍ପର୍କରେ ସୂଚନା ପାଇବା ପରେ ଏପରି ନୂଆ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ଭାରତରେ ଏବେ ଅପରାଧ ଓ ଆତଙ୍କବାଦ ବଢ଼ୁଛି।…

Read More