
ଭି.କେ ପାଣ୍ଡିଆନଙ୍କ ନାଁରେ ଏଫଆଇଆର, କ୍ୟାପିଟାଲ ଥାନାରେ ମାମଲା
ଭୁବନେଶ୍ୱର: ପୂର୍ବତନ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ନାମରେ ଏଫଆଇଆର ଦାଖଲ ହୋଇଛି। ଏହି ଅଭିଯୋଗ କ୍ୟାପିଟାଲ ଥାନାରେ କରାଯାଇଛି। ଏହି ଏଫଆଇଆରକୁ ଆଇନଜୀବୀ ସଧୀର ଚରଣ ମହାନ୍ତି ଦେଇଛନ୍ତି। ସରକାରୀ ପାଣ୍ଠିର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାକୁ ନେଇ ତଦନ୍ତ ହେବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହିରିଚନ୍ଦନ ବଡ଼ ବୟାନ ଦେଇଥିଲେ । ଜଣେ ସଚିବଙ୍କୁ ହେଲିକପ୍ଟରରେ…