
ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିଲା: ବିଜେପି, ଡବଲ ଇଞ୍ଜିନ ସରକାର ଡବଲ ନିରାଶ କଲା: ବିଜେଡି
ବିଜେଡିର ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବଜେଟରେ କିଛି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ୪୦ରୁ ଅଧିକ ଲୋକପ୍ରିୟ ଯୋଜନାର କପିପେଷ୍ଟ । କେବଳ ନାମ ପରିବର୍ତ୍ତନ ହୋଇଛି । ବହୁ ପ୍ରଚାରିତ ସୁଭଦ୍ର ଯୋଜନାରେ ରାଜ୍ୟର ସମସ୍ତ ମହିଳା ଲାଭାନ୍ୱିତ ହେବା ଆଶା କ୍ଷୀଣ । କାରଣ ମାତ୍ର ୧୦ହଜାର କୋଟି ଟଙ୍କା ଆବଂଟନ ହୋଇଥିବାରୁ ୨୦ଲକ୍ଷ ମହିଳାଙ୍କୁ ଏହି…