onl3

୨୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ; ବିଜ୍ଞପ୍ତି ପ୍ରକାଶ

ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ୬ଟି ପଞ୍ଚାୟତ ସମିତି ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୩ଟି ଯଥା କବିସୂର୍ଯ୍ୟନଗର, ଖଲ୍ଲିକୋଟ ଏବଂ କୁକୁଡ଼ାଖଣ୍ଡିଁ। ସେହିପରି କଳାହାଣ୍ଡି ଜିଲ୍ଲାର ନର୍ଲା, ନବରଙ୍ଗପୁର ଜିଲ୍ଲାର ରାଇଘର ଏବଂ ନୟାଗଡ଼ ଜିଲ୍ଲାର ଭାପୁର ଅଧ୍ୟକ୍ଷ ପଦ ପାଇଁ ବି…

Read More
onl2

ବୈଷୟିକ ଶିକ୍ଷା ଓ ଗବେଷଣାରେ ଏନ୍‌ଆଇଟି ରାଜ୍ୟରେ ଶ୍ରେଷ୍ଠ

ରାଉରକେଲା: ସର୍ବଭାରତୀୟ ସ୍ତରରେ ପୁଣି ଚମକିଛି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପ୍ରକାଶିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରୢାଙ୍କିଂ ଫ୍ରେମ୍‌ୱାର୍କ‌୍(ଏନ୍‌ଆଇଆର୍‌ଏଫ୍‌) ତାଲିକାରେ ଉତ୍କୃଷ୍ଟ ସ୍ଥାନରେ ରହିଛି। ଅନୁଷ୍ଠାନ ସମଗ୍ର ଦେଶରେ ସାମଗ୍ରିକ ବର୍ଗରେ ୩୪ତମ ସ୍ଥାନରେ ରହିଛି। ଏହି ବର୍ଗରେ ଏନ୍‌ଆଇଟି ଉପରକୁ କେବଳ ଶିକ୍ଷା ଓ ଅନୁଷ୍ଠାନ ଏବଂ କିଟ୍‌(ଭୁବନେଶ୍ବର) ରହିଛି। ବୈଷୟିକ ଶିକ୍ଷାନୁଷ୍ଠାନ ବର୍ଗରେ ଏନ୍‌ଆଇଟି ସମଗ୍ର ଦେଶରେ ୧୯ତମ ସ୍ଥାନରେ ରହିଛି। ଓଡ଼ିଶାର ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ତାଲିକାରେ ଏନ୍‌ଆଇଟି…

Read More
onl1

କାଲି ଟାଣି ନେଇଥିଲା କୁମ୍ଭୀର; ଆଜି ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

କେନ୍ଦ୍ରାପଡା: ବ୍ରାହ୍ମଣୀ ନଦୀରେ ଗତକାଲି କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ରାଜନଗରରେ କୁମ୍ଭୀର ଆତଙ୍କ ଖେଳିଯାଇଛି। ସ୍ତାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ଶୌଚ ହେଲାବେଳେ ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର। ଶୌଚ ପାଇଁ ଯାଇଥିବା ସମୟରେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆଳପୁଆ ଗାଁର ମଞ୍ଜୁଲତା ଭଞ୍ଜ ଘର ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିଲେ। ତେବେ…

Read More
onl1

ପାଣ୍ଡିଆନଙ୍କ ହେଲିକପ୍ଟର୍‌ ଉଡ଼ା ପ୍ରସଙ୍ଗ: ହେଲିପ୍ୟାଡ୍‌ ନିର୍ମାଣର ତଦନ୍ତ ହେବ

ଭୁବନେଶ୍ବର: ସରକାରୀ ଚାକିରିରେ ଥିବା ସମୟରେ ଭି କେ ପାଣ୍ଡିଆନ ରାଜ୍ୟ ସାରା ହେଲିକପ୍ଟରରେ ବୁଲୁଥିଲେ। ପାଖାପାଖି ୪୦୦ ଜାଗା ବୁଲିଛନ୍ତି। ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ବାହାନାରେ ବ୍ୟୟବହୁଳ ଗସ୍ତ କରୁଥିଲେ। ଏବେ ଏହାକୁ ସବୁ ଦିଗରୁ ତଦନ୍ତ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଦୁଇ ଦିନ ତଳେ ପରିବହନ ମନ୍ତ୍ରୀ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ହେବ ବୋଲି କହିଥିଲା ବେଳେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ପ୍ରସଙ୍ଗରେ ମୁହଁ…

Read More
onl4

ତୃତୀୟ ଥର ପାଇଁ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: ଆସନ୍ତା ୬ ଅଗଷ୍ଟ, ୨୦୨୪ ରିଖ ଠାରୁ ୧୧ ଅଗଷ୍ଟ, ୨୦୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ କରାଯିବ। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ୍ୱ…

Read More
onl2

ବିଜେଡିର ନୂଆ ଚାଲ୍: ଦେବୀଙ୍କ ନେତୃତ୍ୱରେ ୧୫ଜଣିଆ ଟିମ୍

ବରିଷ୍ଠ ନେତାମାନଙ୍କୁ ନେଇ ଗଢ଼ାଯାଇଥିବା ଏହି କମିଟି ରାଜ୍ୟବ୍ୟାପୀ ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା ନିମନ୍ତେ କାର୍ଯ୍ୟ କରିବ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ବିଜେଡିର ଦୀର୍ଘ ୨୪ବର୍ଷ ଶାସନର ପତନ କାହିଁକି ହେଲା ଓ କିଏ ଦାୟୀ ତା’ର ସମୀକ୍ଷା ପାଇଁ କମିଟି ଗଢ଼ିପାରୁନଥିବା ନବୀନ ଏବେ ଦଳର ବିଭିନ୍ନ ୱିଙ୍ଗକୁ ପଙ୍ଗୁ କରି ରଖି ୧୫ଜଣିଆ କମିଟିକୁ ଦଳୀୟ କାର୍ଯ୍ୟକ୍ରମ ପାଇଁ…

Read More
onl3

ମିଶନ ମୋଡରେ କାମ କରିବ ବିଜେପି ଏସ୍‌ଟି ମୋର୍ଚ୍ଚା

ସରକାରକୁ ଆସିବା ପରେ ସଂଗଠନକୁ ମଜଭୁତ କରିବା ପାଇଁ ବିଜେପିର ପ୍ରୟାସ ଆରମ୍ଭ କରିଛି। ଖାସ୍‌ କରି ହାରିଥିବା ସିଟ୍‌ ଉପରେ ଫୋକସ୍‌ କରିଛି ବିଜେପି। ମିଶନ ମୋଡରେ କାମ କରିବ ବିଜେପି ଏସ୍‌ଟି ମୋର୍ଚ୍ଚା। ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ସବୁ ଆସନ ଜିତିବାକୁ ପ୍ରସ୍ତୁତ ହେଲା ଖସଡ଼ା। ବିଧାନସଭାରେ ୩୩ରୁ ୩୩ ଓ ଲୋକସଭାରେ ୫ ରୁ ୫ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ…

Read More
onl1

ଓଡ଼ିଶାରେ ଲାଗୁ ହେବ ‘PESA’ ଆଇନ

ମନ୍ତ୍ରୀ ରବି ନାଏକ କହିଛନ୍ତି, ଆଦିବାସୀଙ୍କ ଅଧିକାର ପାଇଁ ପେଶା ଆଇନ ଆବଶ୍ୟକ। ସବୁ ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟରରେ ଭାଗ କରାଯିବ। ଯେଉଁଠି ବ୍ୟକ୍ତି ଓ ପରିବାରସ୍ତରୀୟ ଅଧିକାର ସୁରକ୍ଷା ପାଇଁ ଯୋଜନା ହେବ। ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି। ଏହା ଗୁରୁତର ବିଷୟ। ତେଣୁ ସଚେତନ ହେବା ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିଲ୍ ଆସିବା ନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ। ସୁପ୍ରିମକୋର୍ଟଙ୍କ…

Read More
onl4

ଭୁବନେଶ୍ୱର-ପୁରୀ ରାସ୍ତାରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଜଳିଗଲା କାର୍

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବରାଗଡ଼ ଗ୍ରାମ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ କାର ଏକ ସ୍କୁଟିକୁ ପିଟିଲା ପରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଛି କାର୍। ଦୁର୍ଘଟଣାରେ ଜଳି ଯାଇଛି କାର୍। ପିପିଲି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଏକ ଷଣ୍ଢକୁ ରକ୍ଷା କରିବାକୁ ଯାଇ କାର୍ ଟି ସ୍କୁଟିକୁ ଧକ୍କା ଦେଇ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

Read More
onl2

ରାଜ୍ୟରେ ବୈଷୟିକ ଶିକ୍ଷାଦାନ ଠପ୍: ୩୨ ପଲିଟେକ୍‌ନିକ୍‌ରେ ୬୮୪ ଅଧ୍ୟାପକ ଓ ଟେକ୍ନିସିଆନ୍‌ଙ୍କ ଚୁକ୍ତି ରଦ୍ଦ

ଯାଜପୁର/ରଗଡ଼ି: ନୂତନ ସରକାରଙ୍କ ବଜେଟ୍‌ରେ ବୈଷୟିକ ଶିକ୍ଷାକୁ ଅନେକ ଗୁରୁତ୍ବ ଦିଆଯାଇଛି। ହେଲେ ତୃଣମୂଳରେ ବିପରୀତ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳୁଛି। ଆଜିକୁ ଏକ ମାସ ହେଲା ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ (ପଲିଟେକ୍‌ନିକ୍‌)ଗୁଡ଼ିକରେ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି। ରାଜ୍ୟର ୩୨ଟି ବୈଷୟିକ ଶିକ୍ଷାନୁଷ୍ଠାନ (ସରକାରୀ ପଲିଟେକ୍‌ନିକ ଓ ଇଂଜିନିୟରି କଲେଜ)ରେ ୬୮୪ ଅଧ୍ୟାପକ, ଟେକ୍ନିସିଆନ୍ ନଥିବାରୁ ପ‌ାଠପଢ଼ା ହୋଇ ପାରୁନାହିଁ। ୧୦ ବର୍ଷ ହେଲା ଶିକ୍ଷାଦାନ କରିଆସୁଥିବା ଅସ୍ଥାୟୀ ଏମ୍‌ଟେକ୍, ବିଟେକ୍ ଅଧ୍ୟାପକ ଓ ଡିପ୍ଲୋମା…

Read More