onl5

ରିଲାଏନ୍ସ ସହ ଟାଟା ଭଳି ବଡ କମ୍ପାନୀରେ ଛଟେଇ ଯୋଗୁଁ ଚାଲିଗଲା ୫୨ ହଜାର କର୍ମଚାରୀଙ୍କ ଚାକିରି

ନୂଆଦିଲ୍ଲୀ: ଭାରତର ଯୁବପିଢ଼ିମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି | ଦେଶରେ ଗତ ଆର୍ଥିକ ବର୍ଷରେ, ହଜାର ହଜାର ଲୋକ ଦେଶରେ ଛଟେଇର ଶିକାର ହୋଇଥିଲେ ଏବଂ ଆଶ୍ଚର୍ଯ୍ୟର କଥା ହେଉଛି, ଛଟେଇ କରିଥିବା କମ୍ପାନୀମାନଙ୍କ ମଧ୍ୟରେ ରିଲାଏନ୍ସ ଠାରୁ ଟାଟା ପର୍ଯ୍ୟନ୍ତ ଅନେକ କମ୍ପାନୀଙ୍କ ନାମ ରହିଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ଆର୍ଥିକ ବର୍ଷରେ ୫୨୦୦୦ ଲୋକଙ୍କର କେବଳ ରିଟେଲ କ୍ଷେତ୍ରରେ ଚାକିରି ହରାଇଛନ୍ତି। ଛଟେଇ…

Read More
onl4

ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା: ଶୁଣାଣି ଆଜି

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କ ଭୟଙ୍କର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏକ ଖଣ୍ଡପୀଠରେ ଶୁଣାଣି ହେବ। ହାଇକୋର୍ଟ ଏହି ଅନୁସନ୍ଧାନକୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ମଧ୍ୟ ହସ୍ତାନ୍ତର କରିଛନ୍ତି। ସର୍ବୋଚ୍ଚ ଅଦାଲତ ଆଜି କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ ବର୍ଷ ବୟସ୍କା…

Read More
onl2

ପିଏମ୍‌ଆବାସ ଯୋଜନାରେ ମିଳିବ ୧.୮୦ଲକ୍ଷ ଟଙ୍କା: ଘରପୋଡ଼ି କି ହାତୀ ନଷ୍ଟକଲେ ମିଳିବ ଅନ୍ତ୍ୟୋଦୟ ଗୃହ

ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧.୨୦ଲକ୍ଷ ଟଙ୍କା ପରିବର୍ତ୍ତେ ୧.୮୦ଲକ୍ଷ ଟଙ୍କା ଏବଂ ଶୌଚାଳୟ ନିର୍ମାଣ ପାଇଁ ମିଳୁଥିବା ୧୨ହଜାର ଟଙ୍କା ପରିବର୍ତ୍ତେ ୨୦ହଜାର ଟଙ୍କା ମିଳିବ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ଏହାସହିତ ଘରପୋଡ଼ି କିମ୍ବା ହାତୀ ଦ୍ୱାରା ଘର ନଷ୍ଟ ହେଲେ ଅବା ପ୍ରାକୃତିକ ବିପର୍ଯ୍ୟୟରେ ବାସଘର ନଷ୍ଟ ହେଲେ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ଯୋଜନା…

Read More
onl5

୭୮ତମ ସ୍ବାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବଡ଼ ବାର୍ତ୍ତା: ସାମାଜିକ ନ୍ୟାୟ ସର୍ବୋଚ୍ଚ ପ୍ରାଥମିକତା

ନୂଆଦିଲ୍ଲୀ: ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉଦ୍ଦେଶ୍ୟରେ ଅର୍ଥନୈତିକ ସଂସ୍କାରକୁ ବ୍ୟାପକ କରାଯିବା ସହ ଏକ ନୂତନ ଯୁଗର ମୂଳଦୁଆ ରଖାଯାଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଦେଶର ୭୮ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଭାରତର ପ୍ରଭାବଶାଳୀ ଅର୍ଥନୈତିକ ଗତିପଥ ଉପରେ ଆଲୋକପାତ କରିଛନ୍ତି। ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ୨୦୨୧ରୁ ୨୦୨୪ ମଧ୍ୟରେ ହାରାହାରି ବାର୍ଷିକ ଜିଡିପି ଅଭିବୃଦ୍ଧି ହାର ୮ ପ୍ରତିଶତ…

Read More
onl4

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଆଶଙ୍କା

କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଗୁପ୍ତାଙ୍ଗରୁ ୧୫୦ମିଲିଗ୍ରାମରୁ ଅଧିକ ତରଳ ପଦାର୍ଥ ମିଳିଥିବାରୁ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ସିବିଆଇ ଏବେ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି। ଅଗଷ୍ଟ ୯ ତାରିଖ ଭୋର ୩ଟାରୁ ୫ଟା…

Read More
onl3

ଭାରତର ଯବାନଙ୍କୁ ଦିଆଯିବ ‘ବୀରତା ପୁରସ୍କାର’: ସ୍ୱାଧୀନତା ଦିବସରେ ପ୍ରକୃତ ବୀରଙ୍କୁ ମିଳିବ ସମ୍ମାନ

ନୂଆଦିଲ୍ଲୀ: ରାତି ପାହିଲେ ସାରା ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଦେଶ ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଭାରତରେ ଖେଳିଯାଇଛି ଆନନ୍ଦ ଉଲ୍ଲାସର ଲହରୀ । ଏହି ଅବସରରେ ଦେଶର ପ୍ରକୃତ ବୀର ଭାରତୀୟ ଯବାନଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଦେଶର ୧୦୩ ଜଣ ବୀର ଯବାନଙ୍କୁ ବୀରତା ପୁରସ୍କାରରେ ସମ୍ମାନିତ କରାଯିବାକୁ ମଞ୍ଜୁରୀ ମିଳିଛି । ଏଥିମଧ୍ୟରେ ୩ ଜଣଙ୍କୁ ମରଣୋତ୍ତର ପୁରସ୍କାର ଏବଂ…

Read More
onl1

୭୮ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୭୮ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଆଜି ହେଉଛି ସେହି ଶୁଭ ମୁହୂର୍ତ୍ତ ଯେତେବେଳେ ଆମେ ସ୍ମରଣ କରୁଛୁ ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଯେଉଁମାନେ ଜୀବନସାରା ସଂଘର୍ଷ କରିଛନ୍ତି, ଯେଉଁମାନେ ଫାଶୀ ଉପରକୁ ଚଢ଼ିଛନ୍ତି ଏବଂ ଭାରତ ମାତାର ଅସଂଖ୍ୟ ପୁତ୍ର ଭାରତ ମାତା…

Read More
onl4

ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ

ଆସନ୍ତା ଅଗଷ୍ଟ ୨୨ରେ ସମଗ୍ର ଦେଶରେ ଆନ୍ଦୋଳନ କରିବ କଂଗ୍ରେସ। ହିଣ୍ଡେନବର୍ଗ ରିପୋର୍ଟରେ ସେବି ମୁଖ୍ୟ ଓ ଆଦିନୀ ଗ୍ରୁପ ମଧ୍ୟରେ ମଧୁଛନ୍ଦ୍ରିକା ଥିବା କଥା ଦାବି କରାଯିବା ପରେ କଂଗ୍ରେସ ଏପରି ବିଶାଳ ଆନ୍ଦୋଳନର ଡାକରା ଦେଇଛି। ହିଣ୍ଡେନବର୍ଗ ପକ୍ଷରୁ ସେବି ମୁଖ୍ୟ ମାଧବୀ ବୁଚ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣାଯାଇଛି। ତେଣୁ ତାଙ୍କୁ ସରକାର ସେବି ମୁଖ୍ୟ ପଦରୁ ହଟାନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପୂର୍ବରୁ କଂଗ୍ରେସ ସେବି ମୁଖ୍ୟ ଓ ଆଦାନି ଗ୍ରୁପ…

Read More
onl3

ରାଜସ୍ଥାନରେ ବର୍ଷା ବିତ୍ପାତ, ୨ ଦିନରେ ୨୬ ମୃତ: ୟୁପିର ୩୩ ଜିଲ୍ଲାରେ ବନ୍ୟା

ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଗତ ୨ ଦିନ ମଧ୍ୟରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜୟପୁର ସମେତ ୪ଟି ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି। ରାଜସ୍ଥାନର ଟଙ୍କରେ ଥିବା ଜୟପୁର-କୋଟା ଜାତୀୟ ରାଜପଥ-୫୨ରେ ଅନେକ ସ୍ଥାନରେ ୨ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଛି। ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି। ସେହିଭଳି ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ଗଙ୍ଗା ଓ ଯମୁନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

Read More
onl3

ପ୍ରଧାନମନ୍ତ୍ରୀଙ୍କ ୱାୟନାଡ଼ ଗସ୍ତ: ଅସାଧାରଣ ବିପର୍ଯ୍ୟୟ, ସବୁ ସହାୟତା ମିଳିବ

ଭୂସ୍ଖଳନରେ ଛାରଖାର ହୋଇ ଯାଇଥିବା କେରଳର ୱାୟନାଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ୱାୟନାଡର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।   ପ୍ରଥମେ ଆକାଶମାର୍ଗରୁ ଭୁସ୍ଖଳନ ଉତ୍ପତ୍ତି ସ୍ଥଳ ଓ ଧ୍ୱସ୍ତ ବିଧ୍ୱସ୍ତ ଅଞ୍ଚଳ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ। ଧ୍ୱସ୍ତସ୍ତୁପ ପାଲଟିଥିବା ପୁଞ୍ଚୁରି ମାଟମ୍, ମୁଣ୍ଡାକାଇ ଓ ଚୁରୁଲମାଲା ଅଞ୍ଚଳର ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ…

Read More